ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣ ପୂର୍ବ ରେଳଜୋନ ର ରେଳ ବ୍ୟବହାରକାରୀ ପରାମର୍ଶଦାତା କମିଟିକୁ ରେଳ ବ୍ୟବହାରକାରୀ ସଂଘ ସଭାପତି ମନୋନୀତ

କଲିକତା ଗାଡେନରିଚ୍ ସ୍ଥିତ ଦକ୍ଷିଣ ପୂର୍ବ ରେଳ ବ୍ୟବହାରକାରୀ ପରାମର୍ଶ କମିଟି କୁ ରେଳ ବ୍ୟବହାର କାରୀ ସଂଘ ସଭାପତୀ ଇଂ ଉତ୍ତମ କୁମାର ସାମଲ ଦୁଇ ବର୍ଷ ପାଇଁ ତା୧/ ୨/ ୨୩ ରୁ ୩୧/ ୧/ ୨୫ ପଯ୍ୟନ୍ତ ମନୋନୀତ  ହୋଇଛନ୍ତି। ଏହି ସମୟ ମଧ୍ୟରେ ରାଉରକେଲା ରେଳ ବ୍ୟବହାରକାରୀ ସଂଘ ତରଫରୁ ପ୍ରତିନିଧିତ୍ବ କରି ରାଉରକେଲା ତଥା ଏହାର ପାର୍ଶ୍ବାଞ୍ଚଳର ବିଭିନ୍ନ ରେଳ ସମସ୍ୟାର ନିରାକରଣ ତଥା ରାଉରକେଲା ସହିତ ବିଭିନ୍ନ ସହର ସହିତ ରେଳ ଯୋଗାଯୋଗ ଉନ୍ନତି ତଥା କାଯ୍ୟକାରୀ ପାଇଁ ଦୃଢ ଦାବି ଉପସ୍ଥାପନା କରାଯିବ। ଏଥିପାଇଁ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି ଶ୍ରୀ ସାମଲ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

masiha

ଧରାକୋଟ ବାଜାର ରେ ଜବରଦଖଲ ରୁ ବଢୁଛି ଟ୍ରାଫିକ ସମସ୍ୟା

Sunil Chandra Nayak

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

masiha

Leave a Comment

error: Content is protected !!