ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଫିଲ୍ମ ନବୀନର ହେଲା ଶୁଭ ମହୁରତ

ଗତ କାଲି ଗନ୍ଦିଆ ବ୍ଲକ କନଫରେନ୍ସ ହଲରେ ଫିଲ୍ମ ନବୀନର ଶୁଭ ମହୁରତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ସୁଧୀର କୁମାର ସାମଲ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ୍ୟା ଅର୍ଚ୍ଚନା ପୁହାଣ ଯୋଗଦେଇ ଫିଲ୍ମ ଟିର ଶୁଭ ମୂହୁର୍ତ୍ତ ଉଦ୍ଘାଟନ କରିଥିଲେ । ଫିଲ୍ମଟି ସମ୍ପୁର୍ଣ୍ଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କର ଜଣେ ପ୍ରଶଂସକଙ୍କ ଉପରେ ଆଧାରିତ ହୋଇଛି । ବି କେ ପ୍ରଡକ୍ସନ ର ଫିଲ୍ମଟି ଏହାର ପ୍ରଯୋଜକ ଅଛନ୍ତି ଦେବେନ୍ଦ୍ର ଦାସ ଓ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ପାଦ ଦେଇଛନ୍ତି ବାପିନ ସାହୁ । ଏହାର ନାୟକ ସୁଧାଂଶୁ ଓ ନାଇକା ଅଙ୍କିତା ଙ୍କ ଜବରଦସ୍ତ ଆକ୍ସନ ରୋମାନ୍ସ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଇଛି। ଫିଲ୍ମ ଟି ରେ ଓଡ଼ିଶା ଭିତରେ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ମାନଙ୍କ ପାଇଁ ବହୁତ୍ ସିଖନୀୟ ଜିନିଷ ରହିଛି ।

ରିପୋଟର୍ ଧର୍ମେନ୍ଦ୍ର କୁମାର ପରିଡ଼ା

Related posts

ରଜରେ ରାଜ୍ କଲା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’

Sunil Chandra Nayak

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

ମହମହିମା ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

masiha

Leave a Comment

error: Content is protected !!