ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଶିକ୍ଷା ବିଭାଗ ରେ ନୂତନ ଭାବେ ଯୋଗଦେଲେ ଦୁଇ ଅଧିକାରୀ

କୋକସରା,୬/୦୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗରେ ସୋମବାର ଦୁଇ ନୂତନ ଅଧିକାରୀ ଯୋଗ ଦେଇଥିବା ବେଳେ ଶିକ୍ଷକ ସଂଘ ପକ୍ଷରୁ ଦୁଇ ଅଧିକାରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ ଦୟାନିଧି ପାଢ଼ୀ ଓ ଆଲୋରାଣୀ ହଲଦାର ଯୋଗ ଦେଇଛନ୍ତି। ୟୁପିଟିଏଫ ଶିକ୍ଷକ ସଂଘ ସଭାପତି ଚନ୍ଦ୍ରମୋହନ ପୁଝାରି, ସମ୍ପାଦକ ବେଣୁଧର ନାଏକ, ଏକ୍ସ କେଡ଼ର ସଙ୍ଘ ସଭାପତି ଗଗନ ବିହାରୀ ପଟ୍ଟନାୟକ, ସମ୍ପାଦକ ଦେବୀସିଂ ମାଝୀ, ସତ୍ୟବାନ ପାଣିଗ୍ରାହୀ, ବବୃ ବାହନ ବିଶି, ନବୀନ ମାଝୀ, ତ୍ରିନାଥ ବାଗ, ପଞ୍ଚାନନ ମାଝୀ, ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାଏକ, ରୁନି ନାଏକ ଓ କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ସମେତ ସମସ୍ତ କ୍ଲଷ୍ଟରର ସିଆରସି ମାନେ ଉପସ୍ଥିତ ରହିଥିଲେ। ମିଳିତ ଶିକ୍ଷକ ସଙ୍ଘର ମିଡ଼ିଆ ସଂଯୋଜକ ଈଶ୍ୱରୀ ପ୍ରସାଦ ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ରାଇରଙ୍ଗଫପୁର ଲ୍ଯାମ୍ପରେ ଖରିଫ ଋତୁ ଲାଗି ଚାଷୀ ପଞ୍ଜିକରଣ ପ୍ରକ୍ରିୟା

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଉନ୍ନୀତ କରଣ

Sunil Chandra Nayak

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

masiha

Leave a Comment

error: Content is protected !!