ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନରୁ ପଡ଼ି ଜଣେ ଅଜଣା ମହିଳାଙ୍କ ମୃତ୍ୟୁ 

ନର୍ଲା (ମନିସ) ନର୍ଲାରୋଡ ଓ ଲାଞ୍ଜିଗଡ଼ ରେଳ ଷ୍ଟେସନ ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ନର୍ଲାରୋଡ ଷ୍ଟେସନ ଠାରୁ ଲାଞ୍ଜିଗଡରୋଡ ଷ୍ଟେସନକୁ ସଂଯୋଗ କରୁଥିବା ତୃତୀୟ ଲାଇନ୍ ଉଲିର୍ସିକ୍କା ଗ୍ରାମ ନିକଟରେ ଜଣେ ଅଜଣା ମହିଳା ଟ୍ରେନରେ ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାଟି ପ୍ରାୟ ୧ଘଣ୍ଟା ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଥିବା ବେଳେ ଘଟଣା ବିଷୟରେ ଖବର ପାଇ ରେଳବାଇ ପୋଲିସ ଟିଟିଲାଗଡ଼ ଠାରୁ ଆସୁଥିବା ରେଳବାଇ ପକ୍ଷରୁ ଜଣାପଡିଛି। ବର୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିନାହିଁ ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ବି.ବି.ହାଇସ୍କୁଲ,ଢେଙ୍କାନାଳର ୧୯୮୦ ବ୍ୟାଚ୍ ର ସହପାଠୀ ଚତୁର୍ଥ ବନ୍ଧୁ ମିଳନ କାର୍ଯ୍ୟକ୍ରମ-୨୦୨୬ ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ୍ ଖ୍ରୀଷ୍ଟିଆନ୍ ସଂଖ୍ୟାଲଘୁ ପରିଷଦ ର ଏକ ବର୍ଷିଆ ନୂତନ କମିଟି ଗଠିତ

Sunil Chandra Nayak

ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

Sunil Chandra Nayak

Leave a Comment

error: Content is protected !!