ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରେନରୁ ପଡ଼ି ଜଣେ ଅଜଣା ମହିଳାଙ୍କ ମୃତ୍ୟୁ 

ନର୍ଲା (ମନିସ) ନର୍ଲାରୋଡ ଓ ଲାଞ୍ଜିଗଡ଼ ରେଳ ଷ୍ଟେସନ ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ନର୍ଲାରୋଡ ଷ୍ଟେସନ ଠାରୁ ଲାଞ୍ଜିଗଡରୋଡ ଷ୍ଟେସନକୁ ସଂଯୋଗ କରୁଥିବା ତୃତୀୟ ଲାଇନ୍ ଉଲିର୍ସିକ୍କା ଗ୍ରାମ ନିକଟରେ ଜଣେ ଅଜଣା ମହିଳା ଟ୍ରେନରେ ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାଟି ପ୍ରାୟ ୧ଘଣ୍ଟା ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଥିବା ବେଳେ ଘଟଣା ବିଷୟରେ ଖବର ପାଇ ରେଳବାଇ ପୋଲିସ ଟିଟିଲାଗଡ଼ ଠାରୁ ଆସୁଥିବା ରେଳବାଇ ପକ୍ଷରୁ ଜଣାପଡିଛି। ବର୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିନାହିଁ ।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ   ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

masiha

ଧର୍ମଗଡ ରେ ଜାତୀୟ କନ୍ୟା ସନ୍ତାନ ଦିବସ

Sunil Chandra Nayak

ରାଇରଙ୍ଗପୁର ପୋଷ୍ଟ ଫୋରମ୍ ର ସ୍ଵତନ୍ତ୍ର ବୈଠକ

masiha

Leave a Comment

error: Content is protected !!