ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକାରୀ ସହ ନିରିକ୍ଷଜଙ୍କ ଯୋଗଦାନରେ ଖୁସିର ଲହରୀ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ଅବକାରୀ ସହ-ନିରିକ୍ଷକ କାର୍ଜ୍ୟାଳୟ ରେ କାର୍ଜ୍ୟ କରି ଆସୁ ଥିବା ସହ-ନିରିକ୍ଷକ ବିଜୟ କୁମାର ନାୟକଙ୍କର କୋଷାଗୁମୁଡା ବ୍ଲକ କୋଡିଙ୍ଗାକୁ ବଦଳି ହୋଇଯାଇଛି।ଉକ୍ତ ପଦବୀକୁ କଟକରୁ ଡାବୁଗାଁ ଅବକାରୀ କାର୍ଜ୍ୟାଳୟକୁ ସହ-ନିରିକ୍ଷକ ଭାବେ ବୁଲୁ କୁମାର ପାତ୍ର ଚାକିରୀର ପ୍ରଥମେ ଡାବୁଗାଁ ଅବକାରୀ କାର୍ଜ୍ୟାଳୟରେ ନିଯୁକ୍ତି ପାଇ ଥିବାରୁ ଯୁବ ଅଧିକାରୀଙ୍କୁ ପାଇ କର୍ମଚାରୀ ଓ ଡାବୁଗାଁବାସୀ ବେଶ ଆନନ୍ଦିତ ହେବା ସହ ଖୁସିର ଜୁଆର ଖେଳି ଯାଇଛି ।ତାଙ୍କ ସହ ଗଣ ମାଧ୍ୟମ ଭେଟିଥିବା ବେଳେ ସେ ସମସ୍ତଙ୍କ ସହଯୋଗରେ ତାଙ୍କ ଦାଇତ୍ଵ ବେଶ ସୁରୁଖୁରୁରେ ଚଳାଇ ବେଆଇନ ମଦ କାରବାରକୁ ବନ୍ଦ କରାଇବେ ବୋଲି ନିଜର ମତବ୍ୟକ୍ତ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଭରତ ବାଇ 

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ

ବିବେକାନନ୍ଦ ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଯୁବ ଦିବସ ପାଳନ : ଭୋଗରାଇ ଗ୍ରାମ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ରେ ଏବିଭିପି ଶାଖା ଉଦଘାଟିତ 

masiha

Leave a Comment

error: Content is protected !!