ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ୍ସ ମିଶନ ତରଫରୁ ଖାଦ୍ୟମେଳା 

କାମାକ୍ଷାନଗର -(ମନିସ )17/3/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ରାଇବୋଲ ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ଓଡିଶା ମିଲେଟ୍ସ ମିଶନ ଅବସରରେ ମୁଖ୍ୟଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ମିଶ୍ର ସମ୍ନାନିୟ ଅତିଥି ରାଇବୋଲ ଗ୍ରାମପଞ୍ଚାୟତ ଯୁବ ସରପଞ୍ଚ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ, ସମିତି ସଭ୍ୟ ରୁଦ୍ର ନାରାୟଣ ନାୟକ,ନାଏବେ ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଅନ୍ୟତମ ରାଇବୋଲ ଗ୍ରାମପଞ୍ଚାୟତ ମିଶନ ଶକ୍ତି ଏମ୍ବିକେ, କୃଷିମିତ୍ର, ପ୍ରାଣୀମିତ୍ର ମାକୁଆକାଟେଣୀ ଗ୍ରାମପଞ୍ଚାୟତ ଏମ୍ବିକେ, ବିରାଶାଳ ଏମ୍ବିକେ ,ସ୍ଵଚ୍ଛାସେବୀ ତଥା ସାଙ୍ଗଠନିକ ଶ୍ରୀଯୁକ୍ତ କୌଳାଶ ଚନ୍ଦ୍ର ସାହୁ, ସ୍ଵଚ୍ଛାସେବୀ ଶୁକଦେବ ପରିଡା,ଏବଂ ରାଇବୋଲ ଗ୍ରାମପଞ୍ଚାୟତ ମିଶନ ଶକ୍ତି ର ପ୍ରତ୍ୟେକ ସଙ୍ଘର ମା ମନେ ଉପସ୍ଥିତ ଥିଲେ ଓ ଗ୍ରାମପଞ୍ଚାୟତ ର ସମସ୍ତ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପରିବେଶ ସଚେତନତା ଓ କାର୍ଯ୍ୟକାରିତା ଆଲୋଚନାଚକ୍ର

masiha

ନର୍ଲା ପଞ୍ଚାୟତ ସମିତିର ଏଇ ବାସୁଦେବ ମହାରଣାଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା 

ଖୁଣ୍ଟଗାଁ ଅଞ୍ଚଳରେ କେଟିଏଚ୍‌ ପକ୍ଷରୁ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

masiha

Leave a Comment

error: Content is protected !!