ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହେଲୋ କିଡ୍ସ ସ୍କୁଲର ବାର୍ଷିକ ଉତ୍ସବ

ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ହେଲୋ କିଡ୍ସ ଏଣ୍ଡ ମୂସ୍କାନ ଇଣ୍ଟରନେସନାଲ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅଗ୍ରସେନ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଡିଓ ବିରସେନ ବେହେରା, ସଂମ୍ମାନିତ ଅତିଥି ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା, ସିଡ଼ିପିଓ ମିନାକୁମାରି ଅଗ୍ରୱାଲ, ବ୍ଲକ ଆକାଉଣ୍ଟ ରମାକାନ୍ତ ବେହେରା, ଅଧକ୍ଷ ଭୈରବ ଛୁରା, ଦିନଦୟାଲ ଅଗ୍ରୱାଲ ଓ ବିଦ୍ୟାଳୟ ପ୍ରତିଷ୍ଠାତା ବିନ୍ଦିଆ ଅଗ୍ରୱାଲ ମଞ୍ଚାସିନ ହୋଇଥିଲେ । ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ବିନ୍ଦିଆ ଅଗ୍ରୱାଲ । ଏହି ଅଵସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ହିମାଦ୍ରୀ ବାରିକ, ତାପସ୍ୱିନୀ ବାରିକ, ପରିମିତା ବାରିକ, ସୁମିତ୍ରା କୁମାର, ମମତାଜ ବେଗମ, ଦମୟନ୍ତୀ ବନଛୋର ପୁଷ୍ପାଞ୍ଜଳି ସିନ୍ଦୁର,ସସ୍ମିତା ପ୍ରଧାନୀ, ପ୍ରଗତି ଧର, ଜୀତ ଶତପଥୀ ସହଯୋଗ କରିଥିଲେ । ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଦୁଇ ଶହରୁ ଅଧିକ ଅଭିଭାବକ ଯୋଗ ଦେଇଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନସିକ ବିକାର ଗ୍ରସ୍ତ ଆହତ ମହିଳାଙ୍କୁ ସହାୟତାର ହାତ ବଢାଇଲେ କୋଇଡାର ଯୁବ ଡାକ୍ତର ଓ ସାମ୍ବାଦିକ 

masiha

କଳାହାଣ୍ଡି ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

ରାଜ୍ୟ ରେ ୧ମ ଥର ପାଇଁ ଏକାଦଶାହ କାର୍ଯ୍ୟ ରେ ହେଲା ଆମ୍ବ ଚାରା ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!