ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କଙ୍କଡ଼ାହାଡ଼ଠାରେ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନଷ୍ଠିତ

ଢେ଼ଙ୍କାନାଳ( ମ ସୀ ହା) ୧୯/୦୩_ ଢେ଼ଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ଵର, କଳିଙ୍ଗ ହସପିଟାଲ, ଡ଼ଃ ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟ, କଟକ ଓ ମହାବୀର ଶାନ୍ତି ସଂଗଠନ କଙ୍କଡ଼ାହାଡ଼ ର ମିଳିତ ସହଯୋଗରେ ସ୍ଥାନୀୟ ମହାବିଦ୍ୟାଳୟ ଠାରେ ଏକ ବିଶାଳ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ବିଭିନ୍ନ ବିଭାଗର ବିଶାରଦ ମାନେ ଉପସ୍ଥିତ ହୋଇ ଜନ ସାଧାରଣ ଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି l

 ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

masiha

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ମୋତିଆ ବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

Leave a Comment

error: Content is protected !!