ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାରୁୱାଡି ଯୁବା ମଞ୍ଚ ଦ୍ୱାରା ନିଶୁଳ୍କ କ୍ୟାନ୍ସର ପରୀକ୍ଷା ଶିବିର

ନୂଆପଡା: ମାରବାଡି ଯୁବା ମଞ୍ଚ ଖରିଆର ରୋଡ଼ ଦ୍ୱାରା ନିଶୁଳ୍କ କ୍ୟାନ୍ସର ପରୀକ୍ଷା ଶିବିର ସଫଳତା ସହ ଆୟୋଜିତ ହୋଇଯାଇଛି। ଉପରୋକ୍ତ ଶିବିର କୁ ଶୁଭ ଉଦଘାଟନ ଜିଲ୍ଲାପାଳ ସ୍ୱଧାଦେବ ସିଂ କରିଥିବା ବେଳେ ଏ ଅବସର ରେ ଏନଏସି ଚ୍ୟାରମେନ ଶ୍ରୀମତୀ ସୋନିଆ ଗୋଲଡ଼ି ଅଗ୍ରୱାଲ, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ମାରବାଡି ଯୁବା ମଞ୍ଚ ସଭାପତି ଲଳିତ ଅଗ୍ରୱାଲ, ସମ୍ପାଦକ ପଙ୍କଜ ମରୋଦିଆ ମଞ୍ଚାସିନ ଥିବା ବେଳେ ମଞ୍ଚ ସଞ୍ଚାଳନ ଅଙ୍କିତ ଶିଙ୍ଗଇ କରିଥିଲେ। ଖରିଆର ରୋଡ଼ ନଗର ର ବହୁ ଗଣ ମାନ୍ୟବ୍ୟକ୍ତି ଉପସ୍ଥିତ ଥିଲେ। ମାରବାଡି ଯୁବା ମଞ୍ଚ ର ଉପରୋକ୍ତ ଶିବିର ଆୟୋଜନ ଦ୍ୱାର ବହୁ ବ୍ୟକ୍ତି ମାଗଣା ରେ କ୍ୟାନ୍ସର ପରୀକ୍ଷା କରି ଉପକୃତ ହୋଇ ପାରିଥିବା ରୁ ଜନ ସାଧାରଣରେ ମଞ୍ଚ ପ୍ରତି ଆସ୍ଥା ଓ ବିଶ୍ୱାସ ଜନ୍ମନେବା ସହ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପାଢିଆ ଧର୍ମଶାଳାରେ ଡ. ରାମ ମୋହନ ଲୋହିଆ ସ୍ବାସ୍ଥ୍ୟ ଜୀବନ ପ୍ରତିଷ୍ଠାନ, ରାଜସ୍ଥାନ ଆନୁକୁଲ୍ୟରେ ୬ ଦିବସୀୟ ପ୍ରାକୃତିକ ଚିକିତ୍ସା ଶିବିର

ଏକତା ଓ ଜେପି ହସପିଟାଲ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

Sunil Chandra Nayak

ବ୍ଲକ ସ୍ତରୀୟ ମେଗା ସାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!