ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କଙ୍କଡ଼ାହାଡ଼ଠାରେ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନଷ୍ଠିତ

ଢେ଼ଙ୍କାନାଳ( ମ ସୀ ହା) ୧୯/୦୩_ ଢେ଼ଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ଵର, କଳିଙ୍ଗ ହସପିଟାଲ, ଡ଼ଃ ଅଗ୍ରୱାଲ ଚକ୍ଷୁ ଚିକିତ୍ସାଳୟ, କଟକ ଓ ମହାବୀର ଶାନ୍ତି ସଂଗଠନ କଙ୍କଡ଼ାହାଡ଼ ର ମିଳିତ ସହଯୋଗରେ ସ୍ଥାନୀୟ ମହାବିଦ୍ୟାଳୟ ଠାରେ ଏକ ବିଶାଳ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ବିଭିନ୍ନ ବିଭାଗର ବିଶାରଦ ମାନେ ଉପସ୍ଥିତ ହୋଇ ଜନ ସାଧାରଣ ଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଛନ୍ତି l

 ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ନର୍ଲା ରେ ଫାଲେରିଆ ନିରାକରଣ ଅଭିଯାନ ଉଦ୍ଘାଟନ ସମାରୋହ

Sunil Chandra Nayak

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

କଳାହାଣ୍ଡିରେ କାୟା ମେଲାଉଛି ମ୍ୟାଲେରିଆ , ୧୧ ବର୍ଷରେ ଗଲାଣୀ ୪୧ ଜଣଙ୍କ ଜିବନ

Sunil Chandra Nayak

Leave a Comment

error: Content is protected !!