ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର

କାମାକ୍ଷାନଗର (ମନିସ )23/03 //କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ସେକ୍ସନ ବନ କାଯ୍ୟଳୟ ମଧ୍ୟରେ ଥିବା କୋଟୋଗରା ଗ୍ରାମର ଏକ ଆଖୁ କିଆରୀରୁ ୧୧ ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି l ଗ୍ରାମବାସୀଙ୍କ ଠାରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମହେନ୍ଦ୍ର ଭୁତିଆ, ନିରାକାର ସାହୁ ଓ ଆଶିଷ ମିଶ୍ର ପହଁଚି ସାପଟିକୁ ଉଦ୍ଧାର କରି ପଶ୍ଚିମା ଆଞ୍ଚଳ ରେଞ୍ଜର ବନପାଳ ରମେଶ ସାହୁଙ୍କ ସହାୟତାରେ କଦଳୀପାଳ ଜଙ୍ଗଲ ରେ ଛଡା ଯାଇଥିବା ବନବିଭାଗ ସୂଚନା ଦେଇଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୪୨ ମୌଜାରେ ଶ୍ରୀ ଅରୋବିନ୍ଦ ପାଠଚକ୍ରର ବାର୍ଷିକ ଉତ୍ସବ ପାଳିତ 

masiha

Seminar on Track Safety Held at Kottavalasa

Sunil Chandra Nayak

ରାଉରକେଲାରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Leave a Comment

error: Content is protected !!