ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଂଘ ନିର୍ବାଚନ ପ୍ରସନ୍ନ ସଭାପତି ଓ ବିଶ୍ବ ସାଧାରଣ ସଂପାଦକ

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇ ଯାଇଛି । ଆଜି ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଧର୍ମଗଡ କୋର୍ଟ ପରିସରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା ।ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପାତ୍ର ନିର୍ବାଚନ ପରିଚାଳନା କରିଥିଲେ । 

ସଭାପତି ଭାବରେ ପ୍ରସନ୍ନ କୁମାର ଅଗସ୍ତି ଏବଂ ଉପସଭାପତି ଭାବରେ ବିନୋଦ ନାଏକ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସଂପାଦକ ଭାବରେ ବିଶ୍ବନାଥ ମୁଣ୍ଡ ,ସହ-ସଂପାଦକ-ଜୟଦ୍ରଥ ମହାନନ୍ଦ କୋଷାଧ୍ୟକ୍ଷ-ବସନ୍ତ କୁମାର ଠାକୁର ଙ୍କୁ ନିର୍ବାଚନ ଅଧିକାରୀ ବିଜୟୀ ଘୋଷିତ କରିଥିଲେ । ନିର୍ବାଚନ କୁ ସୁରୁଖୁରୁରେ ପରିଚାଳନା ପାଇଁ ଆଇନଜୀବୀ ଭବାନୀ ଦାସ,ସୁମନ୍ତ ପଣ୍ଡା, ସୁବାଷ ପାଣିଗ୍ରାହୀ, ସନ୍ତୋଷ ମେହେର,ଆଦିତ୍ୟ ପଣ୍ଡା,ନବ ସରାଫ,ରାଜେନ୍ଦ୍ର ମୁନୀ,ଲିଙ୍ଗରାଜ ବେହେରା, ଧିରେନ୍ଦ୍ରନାଥ ପାତ୍ର ପ୍ରମୁଖ ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ 

Sunil Chandra Nayak

ବିପିୟୁଟି ହାକାଥନ ୨୦୨୬ ର ତୃତୀୟ ସଂସ୍କରଣ

Sunil Chandra Nayak

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

masiha

Leave a Comment

error: Content is protected !!