ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗକୁ ପ୍ରଶାସନ ଦ୍ଵାରା ସ୍କୁଟି ପ୍ରଦାନ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ରେ ପ୍ରଥମ ଥର ପାଇଁ କୋଷାଗୁମୁଡା ବ୍ଲକ ର ଏକ ଦିବ୍ୟାଙ୍ଗ ଘାସିଆ ମାଳି( 30) ବର୍ଷ ର ଯୁବକ କୁ ଦିବ୍ୟାଙ୍ଗ ମାନଂକ ଅନୁରୂପେ ପରିଵର୍ତ୍ତିତ ଏକ ହିରୋ କମ୍ପାନୀ ର Scooty ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ଦ୍ୱାରା ପ୍ରଦତ୍ତ ଏହି ସ୍କୁଟି କୁ ଜିଲ୍ଲା ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଭାସ୍କର ରାଇତୋ ହିତାଧିକାରୀ କୁ ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବନ୍ଧୁଗାଁରେ ପାସ ହାର ୯୯.୦୫  ,ମୁନା ପିଡ଼ିକା ହେଲେ ବ୍ଲକ ଟପର ଛାତ୍ର 

ବିପିୟୁଟିରେ “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ” ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ

Sunil Chandra Nayak

ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ମହିଳା ମୋର୍ଚ୍ଚା ର ଉର୍ଲାଦାନୀ ସହୀଦ ପୀଠ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!