ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳନ

ନୂଆପଡା // ,ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ତରଫରୁ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ବୋଡେନ ବ୍ଳକ ପାତାଳଗଙ୍ଗା ଠାରେ ମହାସମାରୋହରେ ପାଲିତ ହୋଇଯାଇଛି । ଶନିବାର ଦିନର କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ଖଡିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଲମ୍ବୋଦର ନିଆଲ , ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧକ୍ଷ୍ୟା ଡଲି ମାଝି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ, ଜିଲ୍ଲା ସଭାନେତ୍ରୀ ସରସ୍ୱତୀ ବାଗ, ପୁର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟା ପୁଷ୍ପାଞ୍ଜଳି ପାଣ୍ଡେ, ରାଜ୍ୟ ସଂପାଦିକା ସନ୍ତୋଷୀନୀ ସଲମା, ସାଧାରଣ ସଂପାଦିକା ମମତା ମଞରୀ ଥପା ,ବ୍ଲକ ସଭାନେତ୍ରୀ ମିନତି କାଣ୍ଡ,ଲରକା ସରପଂଚ ଜୟଶ୍ରୀ ପଟେଲ, ସୁନାପୁର ସରପଂଚ ମୁକ୍ତା ରାଉତ, ପୁର୍ବତନ ଖଏଁରା ସରପଂଚ ସୁକାନ୍ତୀ ନାଗ , ବରିଷ୍ଠ ବିଜେଡି ନେତ୍ରୀ ଛାୟା ରାଣୀ ନିଆଲ,ଆଶମତି ଛତ୍ରିଆ,ମନୋଜ ଦିପ, ଅମିତ ସିଂ ଦେଓ, ଲୋକନାଥ ଛତ୍ରିଆ, ଗୌତମ ନିଆଲ, ନବ ଦାସ ,ଅଭିଲାଷା ଗୁଆଲ, ଶ୍ରୀକାନ୍ତ ମାଝି ପ୍ରମୁଖ ମନ୍ଚାସିନ ଥିଲେ । କାର୍ଯ୍ୟକ୍ରମ ରେ ବର୍ତ୍ତମାନ ଯୁଗରେ ମହିଲା ସଶକ୍ତିକରଣ ଓ ସ୍ୱାବଳମ୍ବନ ର ଆବଶ୍ଯକତା ନାରି ସମ୍ମାନ , ପ୍ରତୈକ କ୍ଷେତ୍ର ରେ ସହଭାଗିତା ଉପରେ ଅତିଥି ମାନେ ମତ ପରିବେଷଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେଡ଼ିରେ ଯୋଗଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ର କୁମାର ପାଟ୍ଟଯୋଶୀ

masiha

ଡାବୁଗାଁରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

masiha

ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ସଭା

masiha

Leave a Comment

error: Content is protected !!