ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବେଗୁଡ଼ା ହଁସନୀ ନାଳାରେ ଚେକ୍ୟା ଡେମ ନିମ୍ନ ମାନର ହେତୁ ଗ୍ରାମ ବାସୀଙ୍କ ଅଭିଯୋଗ

ଗୋଳାମୁଣ୍ଡା/୨୫/୩/ମସିହା/ ଗୋଳାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବାବେଗୁଡ଼ାର ହଂସିନୀ ନାଳାରେ ୭ଲକ୍ଷ୍ୟ ଟଙ୍କାର ଚେକ୍ ଡେମ ତିଆରି କରୁଥିବା କାର୍ଯ୍ୟ ଅତି ନିମ୍ନ ମାନର ହେତୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ କରିଛନ୍ତି, ଯାହାକି ବାଲି ଫିଲ୍ପ କରିବା ପରିବର୍ତ୍ତେ ମାଠି ଦିଆ ଯାଇଛି, ଯାହା ଫଳରେ ଲୋକଙ୍କ ମନରେ ସନ୍ଦେହ ଉଙ୍କି ମାରୁଛି । ଏହି ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରେଙ୍ଗା ନାଇକ ଙ୍କୁ ପଚାରିବାରୁ ସେ ମଧ୍ୟ କହିଛନ୍ତି ଯେ କିଛି ପରିମାଣରେ ମାଟି ଦିଆ ଯାଇ ବାଲି ଭର୍ତ୍ତି କରାଯିବ ବୋଲି କହିଥିଲେ। ହେଲେ ଗ୍ରାମ ବାସୀ ବିରୋଧ କରିଥିଲେ, ପୁଣି ଯେଉଁ ଠାରେ ଚେକଡ୍ୟାମ ହେବାର ଥିଲା ସେହିଠି ନ ହୋଇ ଅଯଥା ସ୍ଥାନରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି, ଜେଇ , ରେଙ୍ଗା ନାଇକ ଏବଂ ସରପଞ୍ଚ ଙ୍କ ମଧୁ ଚନ୍ଦ୍ରିକା ରେ ନିମ୍ନ ମାନର କାର୍ଯ୍ୟ ହେଉଛି ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି । ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ତୁରନ୍ତ ବ୍ଲକ ପ୍ରଶାସନ ତଦନ୍ତ ଆରମ୍ଭ କରି ଦୋଷୀଙ୍କ ଦଣ୍ଡ ବ୍ୟବସ୍ଥା କରାଯିବା ଆଶାରେ ଗ୍ରାମ ବାସୀ ଦାବି କରିଛନ୍ତି,ଯଦିଓ ବ୍ଲକ ପ୍ରଶାସନ ତଦନ୍ତନ କରିଚୁପଚାପ ରହିବେ ତେବେ ଆଗାମି ଦିନରେ ଭୟଙ୍କର ରୁପ ଧାରଣ କରିବ ବୋଲି ପ୍ରଶାସନ କୁ ଚେତାବନୀ ଦେଇଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତି  ପ୍ରଗତିଶୀଳ ମସିହା ରିପୋର୍ଟର

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

masiha

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ବାର ଦଫା ଦାବି ନେଇ ନାରାୟଣପୋଷି ସ୍ଥିତ ଜେଏସଡବ୍ଲ୍ୟୁ ଲୌହ ଓ ମାଙ୍ଗାନିଜ ଖଣି ଗେଟ ସମ୍ମୁଖରେ ସିଆଇଟିୟୁ ପକ୍ଷରୁ ଗଣ ବିକ୍ଷୋଭ ଓ ଧାରଣା 

masiha

Leave a Comment

error: Content is protected !!