ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବନପୁର ଆଦର୍ଶ ଶିଶୁ ମନ୍ଦିର କମ୍ୟୁନିଟି ହଲ ପାଇଁ ଭିତ୍ତିପ୍ରସ୍ତର

ବାବନପୁର ଆଦର୍ଶ ଶିଶୁ ମନ୍ଦିର କମ୍ୟୁନିଟି ହଲ ପାଇଁ ଭିତ୍ତିପ୍ରସ୍ତର

ଆସିକା,୧୫/୫/୨୬ (ଶିବ ଶଙ୍କର ମିଶ୍ର ) ଆସିକା ବ୍ଲକ ଅନ୍ତର୍ଗତ ବାବନପୁର ଠାରେ ଥିବା ଆଦର୍ଶ ଶିଶୁ ମନ୍ଦିର କମ୍ୟୁନିଟି ହଲ ପାଇଁ ଭିଭିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଯୋଗ ଦେଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ l ଶିଶୁ ମନ୍ଦିର ର ଅଧୟନରତ ପ୍ରଯୁକ୍ତ ସଭୋକ କୁମାର ପାଳି । ବିଦ୍ୟାର୍ଥୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା ସହ ଉତ୍ତମ ଶୈକ୍ଷିକ ବାତାବରଣ ପାଇଁ ଏକ କମ୍ୟୁନିଟି ହଲ କରିବା ପାଇଁ ୦୬ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି l ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ, ସଂଗୀତ ପାଢ଼ୀ, ସମ୍ବିତ ପାଢ଼ୀ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି, ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମନୋଜ ପରିଡା, ଆଶିଷ ପାଢ଼ୀ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ l ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପରିଚାଳନା ସଭାପତି ତଥା ପୂର୍ବତନ ସମିତି ସଭ୍ୟ ବିଜୟ କୁମାର ନାହାକ, କମିଟି ସଦସ୍ୟ ସନ୍ତୋଷ କୁମାର ଜେନା, ଲକ୍ଷ୍ମୀ ନାରାୟଣ ନାହାକ, ବିଶ୍ଵନାଥ ସାହୁ, ପୂର୍ବତନ ସରପଞ୍ଚ ମଞ୍ଜୁଳା ବାରିକ, ସରପଞ୍ଚ ସଞ୍ଜୟ ନାହାକ, ବିଦ୍ୟା ମନ୍ଦିର ର ପ୍ରଧାନ ଗୁରୁଜୀ ସତ୍ୟ ବାନ ଗୌଡ଼, ଗୁରୁଜୀ ବସନ୍ତ କୁମାର ସାହୁ, ରବୀନ୍ଦ୍ର କୁମାର ନାହାକ, ବିଦ୍ୟା ନନ୍ଦ ମୁନି, ରାଜୀବ ଲୋଚନ ସାହୁ, ଗୁରୁମା ସସ୍ମିତା ସାହୁ, ସେବତୀ ନାୟକ, ସମେତ ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀ, ଅଭିଭାବକ, ପୁରାତନ ଏବଂ ବର୍ତମାନ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Related posts

ଡ୍ରେନ୍ ନାହିଁ, ରାସ୍ତା ଉଚ୍ଚା, ରାଇଘର କୋଦୂଭାଟା ସାହିରେ, କାଳ ବୈଶାଖୀ,ବର୍ଷରେ ଜଳବନ୍ଦୀ ଅବସ୍ତା, ବଢୁଛି ଜନ ଅସନ୍ତୋଷ

ବିଶ୍ଵ ସ୍ପୋର୍ଟ୍ସ ଦିବସ ଅବସରରେ ସାଇକେଲ ରେଲି କରି ସଚେତନ କଲେ ମାରବାଡ଼ି ଯୁବାମଞ୍ଚ

masiha

ବୃକ୍ଷରୋପଣ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!