ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଲୋଚନା ସେବା ସଙ୍ଘ ତରଫରୁ ବାବା ଖଲେସ୍ଵର୍ ପୀଠର୍ ପୁନରୁଦ୍ଧାର ଓ ଉନ୍ନତିକରଣ 

କଟକ -: ଜଗତପୁର ନିକଟସ୍ଥ ,ବାବା ଖଲେସ୍ଵର୍ ମନ୍ଦିର ପ୍ରାଙ୍ଗଣ ରେ ସୁଲୋଚନା ସେବା ସଂଘ ତରଫରୁ ବୃକ୍ଷ ରୋପଣ ଓ ମନ୍ଦିର ଉନ୍ନତି କରଣ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛିା ଉକ୍ତ କାର୍ଯ୍ୟକ୍ରମରେ ସଂଘର ପ୍ରତିଷ୍ଠାତା ସୁଶାନ୍ତ ପାତ୍ରଙ୍କା ଅଧ୍ୟକ୍ଷତାରେ ଆୟୋଜିତ ସଭାର ସଭାପତିତ୍ବ କରିଥିଲେ । ମନ୍ଦିର ଉନ୍ନତି ,କମିଟି ଗଠନ ଏପରି କି ଆଜିର ଯୁଗରେ ଗୀତାର ମହତ୍ୱପୂର୍ଣ୍ଣ କଥା ଉପରେ ଅଲୋକପାତ କରିଥିଲେ।ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ଅଂଚଳ ର ବହୁ   ବୁଦ୍ଧିଜିବି  ମାନେ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଦେବଲୟ ବିମୋଚନ୍ ଓଡ଼ିଶାର ଆବାହକ ପ୍ରଦୀପ୍ତ କୁମାର ଜେନା।ସମ୍ମାନିୟ ଅତିଥି ଭବେ ହିନ୍ଦୁ ଜାଗରଣ ମଞ୍ଚ୍ରର ରାଜ୍ୟ ସଂଯୋଜକ ରଘୁନାଥ ମହାନ୍ତି ଯୋଗଦେଇ ମନ୍ଦିର ମାଳିନୀ ଓଡ଼ିଶାର ମନ୍ଦିର ତଥା ଖଲେସ୍ଵର୍ ବାବାଙ୍କ ମହିମା ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହିତ ଗୋପାଳ ଜୀଉ ମଣ୍ଡଳ ସଭାପତି ଦେବାନନ୍ଦ ସିଂ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରସର୍ଜ୍ୟୋତି କୁମାର,ସୁରେଶ ଚନ୍ଦ୍ର ରାଉତ,ବାଇ ଧର ସାହୁ,ତପନ କୁମାର ମୁଦୁଲି,ମନୋଜ କୁମାର ନାୟକ,ଗଣେଶ୍ୱର ନାୟକ, ଖଲେସ୍ଵର୍ ମନ୍ଦିର କମିଟି ର ସତିସ୍ କୁମାର ଜସ୍ଵଲ୍,ଡମ୍ବରୁଧର ରାଉତ,ସୁକାନ୍ତ ସ୍ୱାଇଁ ପ୍ରଶାନ୍ତ ସ୍ୱାଇଁ, ତାପସ ପ୍ରଧାନ,ବ୍ରଜ କିଶୋର ନାୟକ,ହରିହର ରାଉତ୍ ପ୍ରମୁଖ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବସେସରେ ସମାଜ ସେବି କିଶୋର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।।

କଟକ ରୁ ସୁକାନ୍ତ ମହପାତ୍ରଙ୍କ୍ ରିପୋର୍ଟ

Related posts

ବିପଦରେ ଯୋଡ଼ା-କୋଇଡା ଲୁହାପଥର”କ୍ୟାମେରା ବିହୀନ ଗୃହରେ ମୁରଲୀ-ଦଲାଲ ଡୁପ୍ଲିକେଟ ପାଉଡର ଭର୍ତ୍ତିର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ-ଏଡିଜି

masiha

ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ନିରୀହ କେନ୍ଦୁପତ୍ର ତୋଳାଳୀ

ବନ ସୁରକ୍ଷା କମିଟି ଆତ୍ମନିର୍ଭରଶୀଳ ହେବାକୁ ପାଇଲେ ଟେଣ୍ଟ ହଉସ ସାମଗ୍ରୀ 

masiha

Leave a Comment

error: Content is protected !!