ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ତାରରେ ଅକସ୍ମାତ ନିଆ ଲାଗି ବଡ ଧରଣ ଦୁର୍ଘଟଣା ରୁ ରକ୍ଷା ପାଇଲେ ଜନସାଧାରଣ

 ନବରଙ୍ଗପୁର–(ମସିହା) ଆଜି ସନ୍ଧ୍ୟା ପ୍ରାୟ ସାତ ଘଣ୍ଟା ସମୟରେ ନବରଙ୍ଗପୁର ସ୍ଥିତ ଚାଉଁରିଆଗୁଡା ଛକ ନିକଟରେ ଏକ ବିଜୁଳି ତାର ରେ ଆକସ୍ମାତ ନିଆଁ ଲାଗି ଯାଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଆଦେଶ କ୍ରମେ ଜିଲ୍ଲା ଜରୁରୀକାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ, ହିମାଂଶୁ ଶେଖର ପଟ୍ଟନାୟକ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏବଂ ଅଗ୍ନିଶମ ବିଭାଗ, TPSODL ର ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢୀ ଏବଂ ନବରଙ୍ଗପୁର ପୌର ପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣ ନାଥ ସେଠ୍ ଙ୍କ ମିଳିତ ସହଯୋଗରେ ଏକ ବଡ ଧରଣର ଦୁର୍ଘଟଣା ରୁ ଜନ ସାଧାରଣ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

ମହାଶିବରାତ୍ରୀରେ ପଣା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ବିକାଶ ର ଧାରା: ଓଡିଶା ସାରା ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!