ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୌଣ୍ଡିକ ସମାଜ ଠାକୁରାଣି ଙ୍କ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

ଉତ୍କେଲା, ୨୭/O୩,ନିପ୍ର : କେସିଙ୍ଗା ବ୍ଳକ ଉତକେଲା ଠାରେ ଦକ୍ଷୀଣି ଶୌଣ୍ଡିକ ମହ।ସଂଘ ର ପଞ୍ଚମ ମହାସଭା ଲାଗି ଲଡୁ ଗାଁ ରୁ ବାହାରି ଥିବା ମାଁ ଠାକୁରାଣି ଙ୍କ ରଥ କୁ ପାଷ୍ଟିକୁଡି ଠାରୁ ଚାଞ୍ଚେର ଓ ଉତକେଲା ଶୌଣ୍ଢିକ ସମାଜ ବାଇକ ରାଲି କରି ଗାଁ ପରିକ୍ରମା କରାଇ ଥିଲେ । ଉତକେଲା ର ଓଡିଶା ଶୌଣ୍ଢିକ ସମାଜ ର ଉପଦେଷ୍ଟା ବିଦ୍ୟାଧର ପାଇକରାଏ, କେସିଙ୍ଗା ବ୍ଲକ ସଦ୍ଭାପତି ଅନିରୁଦ୍ଦ ସାହୁ, ବ୍ଲକ ସଂପାଦକ ରୋହିତ ସାହୁ , ଉତକେଲା ଗ୍ରାମ୍ୟ ସଭାପତି ଚର୍ତୁଭୁଜ ସାହୁ, ଗ୍ରାମ୍ୟ ସଂପାଦକ ଗଗନ ବିହାରୀ ସାହୁ, ମର୍ଦରାଜ ସାହୁ ଓ ସାମାଜିକ ଲୋକ ଉପସ୍ଥିତ ରହି ରଥ କୁ ସ୍ଵାଗତ କରାଯାଇ ଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

Sunil Chandra Nayak

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

masiha

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ କାର୍ଯ୍ୟରତ ବେଡ଼ ରୋଲରଙ୍କ ମୃତ୍ୟୁ, ପୁଅକୁ ହତ୍ୟା କରାଯାଇଥିବା ବାପାର ଜୁନାଗଡ଼ ଥାନା ରେ ଅଭିଯୋଗ

masiha

Leave a Comment

error: Content is protected !!