ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭାରେ ଉଠିଲା ଖଡିଆଳ ବିଧାୟକ ଙ୍କ ସ୍ୱର  

ନୂଆପଡା, // ଖଡିଆଳକୁ ମ୍ୟୁନିସିପାଲଟି ପାଇଁ ଦାବୀ କଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ସେହି ପରି ସିନାପାଲିକୁ ଏନ୍ଏସି ପାଇଁ ଦାବୀ କଲେ ବିଧାନସଭାରେ ବିଧାୟକ ଅଧିରାଜ ପାଣିଗ୍ରାହୀ ନଗର ଉନ୍ନୟନ ବିଭାଗର ବଜେଟ ଆଲୋଚନାରେ ଅଂଶଗ୍ରହଣ କରି ଖଡିଆଳ ଏନ୍ଏସି କୁ ମ୍ୟୁନିସିପାଲଟି ଓ ସିନାପାଲିକୁ ଏନ୍ଏସି ଘୋଷଣା କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ। ଏହା ସହିତ ବିଭିନ୍ନ ମ୍ୟୁନିସିପାଲଟି ଓ ଏନଏସିରେ ଲଗାଯାଉଥିବା ଷ୍ଟ୍ରିଟ ଲାଇଟ ଗୁଡିକ ରାଜ୍ଯ ସ୍ତରରେ ଟେଣ୍ଡର ସ୍ଥିର କରି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି ତଥା ବିଭାଗର ଦୂରଦୃଷ୍ଟି ବିହୀନ ନିତି ଯୋଗୁଁ ପଛୁଆ ଅଞ୍ଚଳର ନଗର ଗୁଡିକର ବିକାଶ ସମ୍ଭବପର ହୋଇ ପାରୁନଥିବା ମତବ୍ୟକ୍ତ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଦୁଇ ଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ମଣ୍ଡଳ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଦିବସ ପାଳିତ 

Sunil Chandra Nayak

ବାଘମୁଣ୍ଡ ଆଦିବାସୀ ଭବନ ଭାଙ୍ଗିବା ଘଟଣା ରେ ଅପରାଧୀ କୁ ଗିରଫ ଦାବୀ କଲା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ 

Sunil Chandra Nayak

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!