ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାନସଭାରେ ଉଠିଲା ଖଡିଆଳ ବିଧାୟକ ଙ୍କ ସ୍ୱର  

ନୂଆପଡା, // ଖଡିଆଳକୁ ମ୍ୟୁନିସିପାଲଟି ପାଇଁ ଦାବୀ କଲେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ସେହି ପରି ସିନାପାଲିକୁ ଏନ୍ଏସି ପାଇଁ ଦାବୀ କଲେ ବିଧାନସଭାରେ ବିଧାୟକ ଅଧିରାଜ ପାଣିଗ୍ରାହୀ ନଗର ଉନ୍ନୟନ ବିଭାଗର ବଜେଟ ଆଲୋଚନାରେ ଅଂଶଗ୍ରହଣ କରି ଖଡିଆଳ ଏନ୍ଏସି କୁ ମ୍ୟୁନିସିପାଲଟି ଓ ସିନାପାଲିକୁ ଏନ୍ଏସି ଘୋଷଣା କରିବା ପାଇଁ ଦାବୀ ଉପସ୍ଥାପନ କରିଥିଲେ। ଏହା ସହିତ ବିଭିନ୍ନ ମ୍ୟୁନିସିପାଲଟି ଓ ଏନଏସିରେ ଲଗାଯାଉଥିବା ଷ୍ଟ୍ରିଟ ଲାଇଟ ଗୁଡିକ ରାଜ୍ଯ ସ୍ତରରେ ଟେଣ୍ଡର ସ୍ଥିର କରି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି ତଥା ବିଭାଗର ଦୂରଦୃଷ୍ଟି ବିହୀନ ନିତି ଯୋଗୁଁ ପଛୁଆ ଅଞ୍ଚଳର ନଗର ଗୁଡିକର ବିକାଶ ସମ୍ଭବପର ହୋଇ ପାରୁନଥିବା ମତବ୍ୟକ୍ତ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ଲାବୋରଟରୀ ସ୍କାମରେ ଲିଙ୍କ ଶର୍ମା-କମ୍ପାନୀ କିଏ?

masiha

କନିଷ୍ଠ ଗଣିତ ଅଲମ୍ପିଆଡ୍ ରେ ୧୨ ଜଣ ଯୋଗ୍ୟ ବାଳିକା ଛାତ୍ରୀଙ୍କ ମଧ୍ୟରୁ ୫ ଜଣ ରାଉରକେଲାର.. .

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ଅବ୍ୟବସ୍ଥା ନେଇ ରୋଗୀଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!