ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ଲକ୍ଷ୍ମୀପୁର ବ୍ଲକ କର୍ମୀ ଆଲୋଚନା 

ନୂତନ ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି ଲକ୍ଷ୍ମୀପୁର ବ୍ଲକ କର୍ମୀ ଆଲୋଚନା 

କୋରାପୁଟ ଜିଲ୍ଲା ବିଜେପି ଦଳ ନୂତନ ସଭାପତି ଶିବ ମୁଦୁଲି ଆଜି ଲକ୍ଷ୍ମୀପୁର ପହଞ୍ଚି ଥିବାବେଳେ ନୂତନ ସଭାପତି ଶିବ ମୁଦୁଲି ସହ ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଲକ୍ଷ୍ମୀପୁର ବିଜେପି ଦଳୀୟ କର୍ମୀମାନଙ୍କ ସହ ଏକ ଆଲୋଚନା କରି ଆଗାମୀ ଦିନରେ ଲକ୍ଷ୍ମୀପୁର ବ୍ଲକକୁ ବିଜେପି ଦଳ ଏକ ମଜଭୁତ ରଖିବା ନିମନ୍ତେ ଜିଲ୍ଲା ବିଜେପି ସଭାପତି କର୍ମୀ ମାନଙ୍କୁ ସିଧାସଳଖ ଗାଁ ଗାଁ ଯାଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସଭାପତି ଶିବ ମୁଦୁଲି କହିଥିଲେ କି ଯେଉଁ ବ୍ୟକ୍ତି ଦଳ ପାଇଁ ଭଲ କମ କରନ୍ତି ଉକ୍ତ ବ୍ୟକ୍ତିଙ୍କୁ ଆଗାମୀ ଦିନରେ କାର୍ଯ୍ୟକ୍ରମରେ ପ୍ରଶଂସା କରାଯିବ ବୋଲି ପ୍ରକାଶ କରିଥିଲେ ଏହି ସମୟରେ ବିଜେପି ଯୁବ କର୍ମୀ ସୁନୀଲ କୁମାର ସାହୁ ଦଳ ପାଇଁ ମୁଁ କ’ଣ ସବୁ କରିଛି ତାହାର ଏକ ଦସ୍ତାବିଜ ଦେଖାଇ ଥିବାରୁ ଜିଲ୍ଲା ସଭାପତି ସୁନୀଲ କୁମାର ସାହୁଙ୍କୁ ଭୁସୀପ୍ରଶଂସା କରିଥିଲେ। ଏହି ବୈଠକରେ ବିଜେପି ଯୁବ ସଭାପତି ଦେବ୍ ଖରା, ଅନୋନ୍ତ ହିମିରିକା, ପରମା ଖରା, ସୁମନ୍ତ ଚ୍ଚେଟି, ପିକୋନ୍ ସାହୁ ଓ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛତ୍ତିଶଗଡ଼ ର ହାତୀପଲ ଓଡ଼ିଶା ରେ ପଶି ମକା ଫସଲ କଲା ନଷ୍ଟ 

masiha

ସରକାରୀ ପ୍ରୟୋଗଶାଳାକୁ ଅସାଧୁ କମ୍ପାନୀ ନାମରେ ମାଲିକାନା କରିଦିଆଯାଉ-ଡ଼ିଡ଼ିସିଏ

masiha

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

Sunil Chandra Nayak

Leave a Comment

error: Content is protected !!