ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମୁଲ୍ୟ ମହାନ୍ତି ଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

ନର୍ଲା (ମସିହା)ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ କାର୍ଯ୍ୟ ରତ ସମାଜ ବିଜ୍ଞାନ ବିଭାଗ ର ପ୍ରାଧ୍ୟାପକ ଶ୍ରୀୟୁକ୍ତ ଅମୁଲ୍ୟ ମହାନ୍ତି ଚାକିରୀ ରୁ ଅବସର ନେଇ ଥିବା ବେଳେ ଅନୁଷ୍ଠାନ ତରଫରୁ ଶେଷ ସମ୍ବର୍ଦ୍ଧନା ଦିଆଯାଇଛି ।ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ସମସ୍ତ କର୍ମଚାରୀ ବୃନ୍ଦ ଶ୍ରୀ ମହାନ୍ତି ଙ୍କର ଅତୀତ ଦିନ ଗୁଡିକ ର ସ୍ମୃତି ଚାରଣ ସହିତ ଅଵସର ର ପରବର୍ତ୍ତୀ ଜୀବନ ସୁଖମୟ ରେ ଯିବାକୁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

Sunil Chandra Nayak

ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ପ୍ରତିବାଦ ସ୍ୱରୂପ ଚାଷିଙ୍କ ରାସ୍ତା ରୋକ, ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2ଘଣ୍ଟା ଅବରୋଧ

Sunil Chandra Nayak

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା  ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ

Sunil Chandra Nayak

Leave a Comment

error: Content is protected !!