ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଅମୁଲ୍ୟ ମହାନ୍ତି ଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା

ନର୍ଲା (ମସିହା)ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ କାର୍ଯ୍ୟ ରତ ସମାଜ ବିଜ୍ଞାନ ବିଭାଗ ର ପ୍ରାଧ୍ୟାପକ ଶ୍ରୀୟୁକ୍ତ ଅମୁଲ୍ୟ ମହାନ୍ତି ଚାକିରୀ ରୁ ଅବସର ନେଇ ଥିବା ବେଳେ ଅନୁଷ୍ଠାନ ତରଫରୁ ଶେଷ ସମ୍ବର୍ଦ୍ଧନା ଦିଆଯାଇଛି ।ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ସମସ୍ତ କର୍ମଚାରୀ ବୃନ୍ଦ ଶ୍ରୀ ମହାନ୍ତି ଙ୍କର ଅତୀତ ଦିନ ଗୁଡିକ ର ସ୍ମୃତି ଚାରଣ ସହିତ ଅଵସର ର ପରବର୍ତ୍ତୀ ଜୀବନ ସୁଖମୟ ରେ ଯିବାକୁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

କୃଷି ସେବା ସଂଘ ର କ୍ୟାଡ଼ର ପୁନର୍ବିନ୍ୟାସ ଦାବୀ ରେ ଜିଲ୍ଲା ଓ ବ୍ଲକ ସ୍ତରୀୟ କୃଷି ଅଧିକାରୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଅନେକ ସେବା ବାଧିତ :କମ ବର୍ଷା ରେ ଚାଷୀ ରୋଗ ପୋକ ନିୟନ୍ତ୍ରଣ କରିବ କିପରି 

masiha

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ

Sunil Chandra Nayak

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!