ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆର୍‌ପିଏଫ୍ ତରଫରୁ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର

 ମ.ରାମପୁର,୧/୪(ମାସୀହା): କଳାହାଣ୍ଡି ମ.ରାମପୁର ବ୍ଲକ୍ ସିଆର୍ ପିଏଫ୍ କ୍ୟାମ୍ପ ଜି/୬୪ ବାଟାଲିଅନ ତରଫରୁ ମାଓ ଅଧ୍ୟୁଷିତ ତଥା ଆଦିବାସୀ ଅଧ୍ୟୁଷିତ ଲୁବେନ ଗଡ ଠାରେ ଜନ ସଂପର୍କ ଶିବିର ଅନୁଷ୍ଠିତ ହେଇଯାଇଛି । ଏଥିରେ ୬୪ ବାଟାଲିୟନ ର ଦ୍ଵିତୀୟ କମାଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ କେ.କେ. ପାଓ ଏବଂ ଆଶା କର୍ମୀ ମମତା ନାଏକ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଏହି ଅବସରର ଦୁଇଟି ଶିକ୍ଷାନୁଷ୍ଠାନ ସୁଲେସୁରୁ ଓ ଡ୍ରମ୍ବା ବିଦ୍ୟାଳୟକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ଯଥା ଛତା, ଲୁଙ୍ଗି, ଶାଢ଼ୀ, ସୋଲାର୍ ଲାଇଟ, ବଂଟନ କରାଯାଇଥିଲା । ଏଥିରେ ଲୁବେନ ଗଡ ପଞ୍ଚାୟତ ର କାଚା ଲାକୁ, ମାତାକୁପା, କାଚୁ ପଡା, ପୋଖାରୀ ଆଦି ଗ୍ରାମରୁ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ । 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଧର୍ମଗଡ ଏନ୍ଏସି ଆନୁକୁଲ୍ୟରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଇକେଲକୁ ଧକ୍କା ଦେଲା ବାଇକ 3 ଗୁରୁତର

Sunil Chandra Nayak

ଜଳସେଚନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଚାଷି

masiha

Leave a Comment

error: Content is protected !!