ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ ଓ଼ଆର କନେଷ୍ଟବଲରେ ସମ୍ମାନିତ ହେଲେ ସନ୍ତୋଷ

ପାପଡାହାଣ୍ଡି,1/4, ମନିସ — ଓଡିଶା ପୋଲିସ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ କନେଷ୍ଟବଲରେ ସମ୍ମାନିତ ହେଲେ ପାପଡାହାଣ୍ଡିର ସନ୍ତୋଷ ନାୟକ | ରାଜ୍ୟ ସ୍ତରରେ ସର୍ବଶ୍ରେଷ୍ଟ ଓଆର କନେଷ୍ଟେବଲରେ ତାଙ୍କୁ ସମ୍ମାନିତ କରାଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ଡିଜି ତାଙ୍କୁ ପୁରସ୍କୃତ କରିଛନ୍ତି | ଏହି ପୁରସ୍କାର ପାଇ ସନ୍ତୋଷ ପାପଡାହାଣ୍ଡି ପାଇଁ ଗୌରବ ଆଣିଛନ୍ତି | ପୂର୍ବରୁ ବି ସେ ଏହି ସମ୍ମାନ ପାଇଥିଲେ | ସେ ବର୍ତମାନ ନବରଙ୍ଗପୁର ଏସପି କାର୍ଯ୍ୟାଳୟରେ କାମ କରୁଛନ୍ତି | ଖବର ପ୍ରକାଶ ପାଇବା ପରେ ତାଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୋଟର ସାଇକେଲ ଦୁର୍ଘଟଣା ଜଣେ ମୃତ ଓ ଜଣେ ଆହତ 

masiha

ଗୋବିନ୍ଦପୁର କାଉଡ଼ିଆ ସେବା ସଂଘ ତରଫରୁ ଭକ୍ତ ସେବା 

Sunil Chandra Nayak

ଲୌହ ମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଇରଙ୍ଗପୁରରେ ଏକତା ଦୌଡ

Sunil Chandra Nayak

Leave a Comment

error: Content is protected !!