ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ଆମ୍ବେଦକର ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯାନବାହନ ଯାଞ୍ଚ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଆମ୍ବେଦକର ଛକ ଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଛନ୍ତି। ଖଡ଼ିଆଳ ଆମ୍ବେଦକର ଛକ ଠାରେ ଯାନବାହାନ ଯାଞ୍ଚ କରିଛନ୍ତି। ସେହିପରି ପରିବହନ ଆଇନ କୁ କଡା କୁଡି ପାଳନ କରିବା କୁ ଆହ୍ବାନ କରିଥିବା ବେଳେ ବାଇକ ଚାଳକ ମାନେ ହେଲମେଟ ବ୍ୟବହାର କରିବା ଜରୁରୀ ବୋଲି ଲୋକଙ୍କୁ ସଚେତନ କରିଛନ୍ତି। ନାବାଳକ ମାନେ ବାଇକ ଚଳାଇବା ଦେଖା ଦେଲେ ତାଙ୍କ ଅଭିଭାବକ ମାନେ ଆଇନ ଅନୁଯାୟୀ ଅପରାଧ କରିବା ଯୋଗୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବିଭାଗୀୟ ଅଧକାରୀମାନେ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରୁଙ୍ଗଟା ପକ୍ଷରୁ ଆୟୋଜନ ହେଲା ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଚକ୍ଷୁ ସେବା

masiha

କାମନା ଦଣ୍ଡ ଶତ ବାର୍ଷିକୀ ସମାରୋହ ଆସନ୍ତା ୧୬ ଓ ୧୭ ତାରିଖ : ଦଣ୍ଡପାଣି ସ୍ମୃତି ସମ୍ମାନ ପାଇବେ କୈଳାସ ଚନ୍ଦ୍ର ନାଏକ

Sunil Chandra Nayak

ନିଆଁ ଲାଗି ଧାନ ଗଦା ପୋଡ

masiha

Leave a Comment

error: Content is protected !!