ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ଆମ୍ବେଦକର ଛକ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ, ଯାନବାହନ ଯାଞ୍ଚ

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଆମ୍ବେଦକର ଛକ ଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରିଛନ୍ତି। ଖଡ଼ିଆଳ ଆମ୍ବେଦକର ଛକ ଠାରେ ଯାନବାହାନ ଯାଞ୍ଚ କରିଛନ୍ତି। ସେହିପରି ପରିବହନ ଆଇନ କୁ କଡା କୁଡି ପାଳନ କରିବା କୁ ଆହ୍ବାନ କରିଥିବା ବେଳେ ବାଇକ ଚାଳକ ମାନେ ହେଲମେଟ ବ୍ୟବହାର କରିବା ଜରୁରୀ ବୋଲି ଲୋକଙ୍କୁ ସଚେତନ କରିଛନ୍ତି। ନାବାଳକ ମାନେ ବାଇକ ଚଳାଇବା ଦେଖା ଦେଲେ ତାଙ୍କ ଅଭିଭାବକ ମାନେ ଆଇନ ଅନୁଯାୟୀ ଅପରାଧ କରିବା ଯୋଗୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ବିଭାଗୀୟ ଅଧକାରୀମାନେ ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲାରେ ନୂତନ ଓ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଅଭିଯାନ ,ମହାବିଦ୍ୟାଳୟ ସ୍ତରରେ ସଚେତନତା ,ତତକ୍ଷଣାତ ପଞ୍ଜୀକରଣ ପାଇଁ ବ୍ୟବସ୍ଥା 

masiha

ସଫଳ କୃଷି ଉଦ୍ୟୋଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ବେଶ୍ ସହାୟକ: ଜିଲ୍ଲାପାଳ 

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

Leave a Comment

error: Content is protected !!