ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ କାର୍ଯ୍ୟରତ ଶାଖା ପରିଚାଳକ ସୁବାଷ ଚନ୍ଦ୍ର ସାହୁ ତାଙ୍କର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।ଦୀର୍ଘ ବର୍ଷର ଚାକିରୀ ଜୀବନରେ ସେ ଲୋକଙ୍କ ସହ ସୁ ସମ୍ପର୍କ ସ୍ଥାପନ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ସେ ଜଣେ ସରଳ ଏବଂ ମେଳାପୀ ବ୍ୟକ୍ତି ଥିଲେ ।ତାଙ୍କ ଅବସର ଗ୍ରହଣ ସମୟରେ ନୂତନ ବ୍ୟାଙ୍କ ଶାଖା ପରିଚାଳଜ ପ୍ୟାରେ କାଣ୍ଡୁଲା ,କେସିୟର ମକର ଧ୍ୱଜ ହଂସ ,ମେସେଞ୍ଜର ରତ୍ନାକର ନ।ଏକ ,ବ୍ୟାଙ୍କ ମିତ୍ର ଶ୍ରୀମତୀ ପ୍ରମୋଦିନି କୁମାର ଏବଂ ଜଗନ୍ନାଥ ମାଝି ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବାଲିଆପାଳ ବିକାଶ ପରିଷଦ ଦ୍ୱାରା ସାମ୍ବାଦିକ ସମିଳନୀ 

Sunil Chandra Nayak

ଓଡ଼ିଶା ଦିବସ’ ପାଳନ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ଗଠର ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

୭୬ ତମ ଏନସିସି ଦିବସ ପାଳିତ 

masiha

Leave a Comment

error: Content is protected !!