ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସରେ ଔପନ୍ୟାସିକା ପ୍ରଜ୍ଞାଙ୍କୁ ସମ୍ମାନିତ

କାମାକ୍ଷାନଗର-(ମନିସ )2/4/23 କାମାକ୍ଷାନଗର କଳ୍ପନା କ୍ଲବ ଠାରେ ଉପଖଣ୍ଡ ପ୍ରଶାସନ ତରଫରୁ ଅଧ୍ୟାପକ ଜ୍ଞାନ ରଞ୍ଜନ ମିଶ୍ରଙ୍କ ସଭାପତିତ୍ବ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଉଛି lଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ ମେଜର ପ୍ରଭାତ କୁମାର ଯୋଗଦେଇ ଔପନ୍ୟାସିକା ପ୍ରଜ୍ଞା ପରମିତା ଦାଶ ଙ୍କୁ ସମ୍ମାନିତ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର କବିତା,ଔପନ୍ୟାସ,ଗଳ୍ପ ପ୍ରଭୃତି ଆଲୋଚନା କରାାଯାଇଥିଲା।ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ପୂର୍ବତନ ବାର ଆସୋସିଏସନର ସଭାପତି ରଞ୍ଜନ ରାଉତ,କାନପୂରା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରିରାମ ରାଊତ,କଳ୍ପନା କ୍ଲବର ସଂପାଦକ ଶୃତିପଦ ନନ୍ଦ,ଅଧ୍ୟାପକ ଶରତ ଚନ୍ଦ୍ର ବେହେରା, ଯୋଗଦେଇଥିବା ବେଳେ ନିରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାର ଆତ୍ମ ପ୍ରକାଶ- “ସୁରଭି”.

masiha

ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ଉତ୍ସବ

masiha

ଗୋଦାବରୀଶ ସାଂସ୍କୃତିକ କଳା ପରିଷଦ ର ବୋଇତ ବନ୍ଦାଣ ଉତ୍ସବ 

masiha

Leave a Comment

error: Content is protected !!