ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ…

ରାଉରକେଲା/ ସ୍ଥାନୀୟ ଜଗଦା ର ମହିଳା ମାନେ ସାମୁହିକ ଭାବେ ଚୈତ୍ର ମାସର ଶେଷ ମଙ୍ଗଳବାର ବ୍ରତ ବିଧିପୂର୍ବକ ପାଳନ କରିଥିଲେ । ସମାଜସେବୀ ରିତା ସାମଲ ଙ୍କ ନେତୃତ୍ବରେ ରୁବି ନାୟକ, ଶୋଭା ମହାନ୍ତି, ବନ୍ଦନା, ମମତା, ସରସ୍ବତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ମଝି ରାସ୍ତାରେ କୋଠି କାଟି ନାନା ଜାତିର ଫୁଲରେ ସଜାଇ ମା ମଙ୍ଗଳାଙ୍କୁ ଧୂପ, ଦୀପ ଓ ନୈବେଦ୍ୟ ରେ ପୂଜାର୍ଚ୍ଚନା କରାଯାଇଥିଲା । ନାରୀମାନେ ନିଜର ପରିବାର ଓ ପିଲାମାନଙ୍କ ମଙ୍ଗଳ କାମନା ନିମନ୍ତେ ଏଭଳି ପୂଜାର୍ଚ୍ଚନା କରାଯାଏ ବୋଲି ଶ୍ରୀମତୀ ସାମଲ ସୂଚନା ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବୋରିଗାଁ ରେ ତିନି ମାସ ପରେ ବାଲିଯାତ୍ରା  ହେଲା ଉଦଯାପିତ

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ରାଜ୍ୟ ସଭା ସାଂସଦ

Sunil Chandra Nayak

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

Sunil Chandra Nayak

Leave a Comment

error: Content is protected !!