ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭ

ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ମାଁ କାମନାକାଳିଙ୍କର ଦଣ୍ଡ ନୃତ୍ୟ ଆରମ୍ଭ ହୋଇଯାଇଛି। ଗତ କାଲି ୦୪/୦୪/୨୦୨୩ ରିଖ ରେ ଯୋଗନିଦ୍ରାଭଙ୍ଗ ନିତି ହୋଇଥିବା ବେଳେ ଆଜି ୦୫/୦୪/୨୦୨୩ରିଖ ମଧ୍ୟରାତ୍ର ରେ ଦଣ୍ଡ ଉତ୍ଥାପନ ହେବ। ଆସନ୍ତା କାଲି ଠାରୁ ଭକ୍ତଙ୍କ ଦ୍ଵାରାକୁ ଯାଇ ଧୂଳି ଦଣ୍ଡ ହେବ। ନିଷ୍ଟାର ସହ ଦଣ୍ଡୁଆ ଭକ୍ତମାନେ ଏହି ଦଣ୍ଡ ବ୍ରତ ପାଳନ କରୁଛନ୍ତି।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ପୋଖରିଆ ଗ୍ରାମରେ ମା’ ଵନଦୁର୍ଗାଙ୍କ ପୂଜାର୍ଚ୍ଚନା ଧୂମଧାମରେ ପାଳିତ

Sunil Chandra Nayak

ଡାବୁଗାଁ ବ୍ଳକ ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଶେଷ

masiha

ଦିବ୍ୟ ଜୀବନ ସଂଘର ସ୍ବତନ୍ତ୍ର ସତସଙ୍ଗ

Sunil Chandra Nayak

Leave a Comment

error: Content is protected !!