ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ହାଇସ୍କୁଲରେ ନାମ ଲେଖl ସଚେତନତା ଶୋଭାଯାତ୍ରା

ଜୁନାଗଡ଼୬/୪(ମ ନି ସ) :-ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠlରେ ଛlତ୍ର ଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସଚେତନତା ର ବାର୍ତା ଦେଇ ସହର ପରିକ୍ରମା କରିଥିଲେ l ଏଥିରେ ବିନା ମୂଲ୍ୟରେ ଓଡିଆ ବିଦ୍ୟାଳୟରେ ନାମ ଲେଖାଇ ପଢିବାର ସୁଯୋଗ ନେବାପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ମଳୟ ମୁଣ୍ଡ, ବିଭୁ ପଣ୍ଡା ଙ୍କ ସମେତ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜୟ ମା’ ବିରଜା ସାହିତ୍ୟ ସଦନକୁ ଦିଲ୍ଲୀରୁ ଆନ୍ତର୍ଜାତୀୟ ସମ୍ବର୍ଦ୍ଧନା

Sunil Chandra Nayak

ସିନାପାଲି ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ

Sunil Chandra Nayak

ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନଲାଇନ୍ କବିତା ପ୍ରତିଯୋଗିତା, ପ୍ରଥମ ହେଲେ ପ୍ରବାସୀ ଓଡ଼ିଆ ସାହିତ୍ୟିକ

Sunil Chandra Nayak

Leave a Comment

error: Content is protected !!