ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରୁପ୍ରା ରୋଡ ରେ ହନୁମାନ ଜୟନ୍ତୀ ପାଳିତ

ନର୍ଲା/ମସିହା/06/04/23//ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ରୋଡ ଦୁର୍ଗା ମଣ୍ଡପ ରେ ଶ୍ରୀ ହନୁମାନ ଜନ୍ମୋତ୍ସବ କମିଟି ରୁପ୍ରା ରୋଡ ଆନୁକୂଲ୍ୟରେ ଅଖଣ୍ଡ ହନୁମାନ ଚାଳିଶା ଜପ ଅନୁଷ୍ଠିତ ହୋଇ ଯାଇଛି | ହନୁମାନ ଚାଳିଶା ଜପ ପ୍ରାତଃ 8 ଘଣ୍ଟା ରୁ ଆରମ୍ଭ ହୋଇ ଦିବା 12.30 ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା | ଏଥିରେ ରୁପ୍ରା ରୋଡ ର କଣ୍ଠ ଶିଳ୍ପୀ ଗଣେଶ ପୃଷ୍ଟି ହନୁମାନ ଚାଳିଶା ପାଠ କରିଥିଲେ, ତାଙ୍କ ସହିତ କମିଟି ର ଅଶୋକ କମାନୀ, ଅମିତ ଶର୍ମା, ଅନିଲ ଅଗ୍ରୱାଲ ଜପ ରେ ସହଯୋଗ କରି ଥିଲେ | ସନ୍ଧ୍ୟା 5 ଘଣ୍ଟା ସମୟ ହନୁମାନ ପ୍ରତିମା କୁ ସୁସଜିତ ରଥ ରେ ନଗର ପରିକ୍ରମା କରାଯାଇଥିଲା | ଏହି ଶୋଭା ଯାତ୍ରା ରେ ରୁପ୍ରା ରୋଡ଼ ଗ୍ରାମ ବାସି ତଥା ଆଖ ପାଖ ଅଞ୍ଚଳ ର ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ଯୋଗଦାନ କରି ଥିଲେ।

ଦୀପକ ଠାକୁର, ନର୍ଲା ପ୍ରତିନିଧି 

Related posts

ଚତୁର୍ଥ ଶ୍ରାବଣୀ ସୋମଵାରଦିନରେ ବାବା ପୂର୍ଣେଶ୍ଵର ମନ୍ଦିରରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କୁ ଗହଳି; ସାଗର ସିମେଣ୍ଟ ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ

masiha

ପରମ୍ପରା ବଜାୟ ରଖି ଛନ୍ତି ଧଣ୍ଡରା ଅଞ୍ଚଳ ବାସି , ନୂଆ ଖାଇ ଅବସରରେ ଅ ଦ୍ଵିତୀୟ ପର୍ବ ମୋନାଉ ଛନ୍ତି ‘ଡଙ୍ଗରି ଚେଗା

masiha

ଖେରଣା ଗାଁ ରେ ପ୍ରସିଦ୍ଧ ଖୋନ୍ଦାମାଡା ପର୍ବ 

Sunil Chandra Nayak

Leave a Comment

error: Content is protected !!