ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ

ବଲାଙ୍ଗୀର – :  ପାଟଣାଗଡ ଉପଖଣ୍ଡ ଲାଠୋର ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବ ରେ ଯଜୋନା ଓ ସମନୟ ମନ୍ତ୍ରୀ ରାଜେନ୍ଦ୍ର ଢୋଳକିଆ ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଲେ।ପାଟଣାଗଡ ବିଧାୟକ ତଥା ସରକାରୀ ମୁଖ୍ୟ ଉପସଚେତକ ସରୋଜ ମେହେର,ଟିଟିଲାଗଡ ଡିଏଭି କଲେଜ ର ଅଧ୍ୟକ୍ଷ ଡକ୍ଟର ମଧୁସୂଦନ ମିଶ୍ର,ସ୍କୁଳ ଚ୍ୟାରମେନ୍ ଶଙ୍କର ଲାଲ ଅଗ୍ରଓ୍ବାଳ, ସଭାପତି ପଙ୍କଜ ଅଗ୍ରଓ୍ବାଳ,ସମ୍ପାଦକ ଦିନେଶ ଅଗ୍ରଓ୍ବାଳ,ଜୟ ହିନ୍ଦ ପବ୍ଲିକ ସ୍କୁଳ ଅଧ୍ୟକ୍ଷ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ପ୍ରଥମେ ମୁଖ୍ୟଅତିଥି ଙ୍କ ଦ୍ବାରା ଜୟ ହିନ୍ଦ ପବ୍ଲିକ ସ୍କୁଳର ନୂତନ ଭାବେ ନିର୍ମାଣ ହୋଇଥିବା ଗୃହ କୁ ଉଦଘାଟନ କରିଥିଲେ।ପରେ ମଞ୍ଚରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଦେଇ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

Sunil Chandra Nayak

ସରକାରୀ ବିଦ୍ୟାଳୟରେ ମୌଳିକ ଭିତ୍ତିଭୂମି ଓ ଶିକ୍ଷକ ଅଭାବ ଚିନ୍ତା ଜନକ  ନିର୍ଭୁଲ ପାଠ୍ୟ ପୁସ୍ତକ ତୁରନ୍ତ ଯୋଗାଣ ସହ ୧୪ ଦଫା ଦାବି ପ୍ରଦାନ କଲା ମାନବ ଅଧିକାର ସୁରକ୍ଷା ମଞ୍ଚ 

Sunil Chandra Nayak

ଫେଲ ଛାତ୍ରୀ ପାସ ସାର୍ଟିଫିକେଟ ଦେଇ ହାତେଇଲେ ଚାକିରୀ

masiha

Leave a Comment

error: Content is protected !!