ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ

ବଲାଙ୍ଗୀର – :  ପାଟଣାଗଡ ଉପଖଣ୍ଡ ଲାଠୋର ଜୟ ହିନ୍ଦ ପବ୍ଲିକ ସ୍କୁଳ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ବାର୍ଷିକ ଉତ୍ସବ ରେ ଯଜୋନା ଓ ସମନୟ ମନ୍ତ୍ରୀ ରାଜେନ୍ଦ୍ର ଢୋଳକିଆ ମୁଖ୍ୟଅତିଥିଭାବେ ଯୋଗ ଦେଇଥିବାବେଲେ।ପାଟଣାଗଡ ବିଧାୟକ ତଥା ସରକାରୀ ମୁଖ୍ୟ ଉପସଚେତକ ସରୋଜ ମେହେର,ଟିଟିଲାଗଡ ଡିଏଭି କଲେଜ ର ଅଧ୍ୟକ୍ଷ ଡକ୍ଟର ମଧୁସୂଦନ ମିଶ୍ର,ସ୍କୁଳ ଚ୍ୟାରମେନ୍ ଶଙ୍କର ଲାଲ ଅଗ୍ରଓ୍ବାଳ, ସଭାପତି ପଙ୍କଜ ଅଗ୍ରଓ୍ବାଳ,ସମ୍ପାଦକ ଦିନେଶ ଅଗ୍ରଓ୍ବାଳ,ଜୟ ହିନ୍ଦ ପବ୍ଲିକ ସ୍କୁଳ ଅଧ୍ୟକ୍ଷ ରଞ୍ଜନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ପ୍ରଥମେ ମୁଖ୍ୟଅତିଥି ଙ୍କ ଦ୍ବାରା ଜୟ ହିନ୍ଦ ପବ୍ଲିକ ସ୍କୁଳର ନୂତନ ଭାବେ ନିର୍ମାଣ ହୋଇଥିବା ଗୃହ କୁ ଉଦଘାଟନ କରିଥିଲେ।ପରେ ମଞ୍ଚରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଦେଇ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖି କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ

Related posts

୨୦୦୫ ମସିହା ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପରିବାର ର ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଯାପିତ

Sunil Chandra Nayak

ଅଟୋ ରୁ ପଡି ୧ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!