ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ଦେବା ଦେବି ପରିଦର୍ଶନ ଓ ରଥଯାତ୍ରା ଉତ୍ସବ ଆଲୋଚନା ଚକ୍ର ଅନୁଷ୍ଠିତ 

ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ଦେବା ଦେବି ପରିଦର୍ଶନ ଓ ରଥଯାତ୍ରା ଉତ୍ସବ ଆଲୋଚନା ଚକ୍ର ଅନୁଷ୍ଠିତ 

ଭୁବନେଶ୍ୱର; ଶ୍ରୀଜଗନ୍ନାଥ ମନ୍ଦିର ବେଢା ଦେବା ଦେବି ପରିଦର୍ଶନ କାର୍ଯ୍ୟକ୍ରମ ଓ ଶାସ୍ତ୍ର ପରମ୍ପରା ଅନୁଯାଇ ରଥଯାତ୍ରା ଉତ୍ସବ ଆଲୋଚନା ଚକ୍ର ସାଲବେଗ ସମାଧି ପିଠ ବଳଗଣ୍ଡି ପୁରୀ ରେ ଅନୁଷ୍ଠିତ ହୋଇ ଯାଇଛିଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ହେଉଛି ସନାତନ ଧର୍ମର ଏକ ପବିତ୍ର ତୀର୍ଥ ସ୍ଥଳ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ପକ୍ଷରୁ ବରଣ୍ୟ ଅତିଥି ଶ୍ରୀ ରାମ ଚନ୍ଦ୍ର ମହାପାତ୍ର ମୁଖ୍ୟ ବାଡ଼ଗ୍ରାହୀ ମା ସୁଭଦ୍ରା ପ୍ରଭାତ ମହାପାତ୍ର କୁଳପତି କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀ ସତ୍ୟ ନାରାୟଣ ଆଚାର୍ଯ୍ୟ କୁଳପତି ଓଡ଼ିଆ ବିଶ୍ୱବିଦ୍ୟାଳୟ ସାକ୍ଷୀଗୋପାଳ, ଶ୍ରୀ ଜଗନ୍ନାଥ ଙ୍କ ପୂଜପାଣ୍ଡା ସେବକ ରାମ ନାରାୟଣ ପୂଜାପାଣ୍ଡା ସାମନ୍ତ ଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା ପ୍ରସ୍ତୁତ ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାର ପୁସ୍ତକ ଟି ସାଧାରଣ ଲୋକ ମହାପ୍ରଭୁ ଙ୍କୁ ସ୍ୱଳ୍ପ ରେ ଜାଣିବା ପାଇଁ ପ୍ରସ୍ତୁତ କରାଯାଇଛି, ପୁସ୍ତକ ଟିର ଲୋକାର୍ପଣ ମଧ୍ୟ କରାଯାଇ ଥିଲା ଏହି କାର୍ଯ୍ୟକ୍ରମ ରେ ଦେଉଳ ପୁରୋହିତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସଭାପତି ଡ଼. ନାରାୟଣ ମହାପାତ୍ର ସମ୍ପାଦକ ଉମାନାଥ ମିଶ୍ର ପୁରୀ ଭକ୍ତ ସମାଜ ର ଉପ ସଭାପତି ପ୍ରଦୀପ ଆଚାର୍ଯ୍ୟ ସମ୍ପାଦକ ଶଶିକାନ୍ତ ରଥ ଙ୍କ ସଂଯୋଜନା ରେ ସାଲବେଗ ସମାଧି ପିଠ ମନ୍ଦିର ପୁରୀ ରେ ଅନୁଷ୍ଠିତ ହୋଇଥିଲା।

ଡ଼ ନାରାୟଣ ମହାପାତ୍ର ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ

Related posts

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

masiha

ନାମ୍ପୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ :ପ୍ରଶାସନ ପକ୍ଷରୁ ୩ ଟି ରାସ୍ତା କଟା ଯାଇ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରୁ ଆଶ୍ୱାସ୍ତି

Sunil Chandra Nayak

ହରଗୌରୀ ଯୁବକ ସଂଘ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ

masiha

Leave a Comment

error: Content is protected !!