ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମହାବୀର ବଜାର ଠାରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପଣା ସଂକ୍ରାନ୍ତି ପର୍ବ ପାଳିତ।

ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ମହାବୀର ମନ୍ଦିର ପ୍ରାଙ୍ଗଣରେ ପଣା ସଂକ୍ରାନ୍ତି ପର୍ବ ଧୂମଧାମରେ ପାଳିତ ହୋଇଯାଇଛି। ସକାଳୁ ମଙ୍ଗଳ ଆଳତି,ମାଜଣା, ନୂତନ ବସ୍ତ୍ର, ବିଭିନ୍ନ ଫୁଲହାର, ତୁଳସୀ ହାର, ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ଭକ୍ତମାନଙ୍କୁ ପ୍ରାତଃ ରୁ ଦହି ସରବତ ବଣ୍ଟନ କରାଯାଇଛି। ସୂର୍ଯ୍ୟ ପୂଜା ଓ ଯଜ୍ଞ ପରେ ମଧ୍ୟାହ୍ନ ରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟା ବେଳେ ଆଳତି ସହ ଭକ୍ତଙ୍କ ପାଇଁ ପଣା ବଣ୍ଟନ କରାଯାଇଛି। କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଏହି ପଣା ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଷୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ 

masiha

ଆଜି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପି ଆରମ୍ଭ

Sunil Chandra Nayak

କୁଳେରଗୁଡା ଠାରେ ମାଁ ବସ୍ତରେନ ମାଉଲି ଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!