ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୈତ୍ରପର୍ବ ରାମନବମୀ ମହାସମାରୋହରେ ପାଳିତ

ପଲନା:୧୫/୦୪- (ମନିସ):- ଚୈତ୍ର ଶୁକ୍ଳ ପକ୍ଷ ରାମନବମୀ ଗତ ତା ୩୦/୦୩/୨୦୨୩ ଠାରୁ ତା ୧୩/୦୪/୨୦୨୩ ରିଖ ୧୪ ଦିନ ବ୍ଯାପି ବଲାଙ୍ଗୀର ଜିଲ୍ଲାର ଦୀକ୍ଷାର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡତୁଲା ଗ୍ରାମରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ମହାସମାରୋହରେ ରାମନବମୀ ପାଳନ କରାଯାଇଥିଲା।ଏହି ଉତ୍ସବ ଅବସରରେ ନାଟକ ପରିବେଷଣ ହୋଇଥିଲା। ଏଥିରେ ଆଖପାଖ ଅଞ୍ଚଳର ଶହ ଶହ ଜନସାଧାରଣ ସାମିଲ ହୋଇ ଉପଭୋଗ କରିଥିଲେ।

ପଲନା ରୁ ଡମ୍ବରୁ ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମହିଳା ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ ଉଦ୍ ଘାଟିତ

କୋଷାଗୁମୁଡ଼ା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!