ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରିଚିତ ବାଳକ ଉଦ୍ଧାର 

ରୁପ୍ରା, ୧୮/୪ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ଅଧିନ ସାନଗୁଙ୍ଗୁରୀ ଗ୍ରାମରେ ଆଜି ଅପରାହ୍ନରେ ଗୋଟିଏ ବାଳକକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଉକ୍ତ ଅପରିଚିତ ବାଳକ ଆସି ସମାଜସେବୀ ବଣ୍ଟି ରଣାଙ୍କୁ ପାଣି ପିଇବାକୁ ମାଗିଥିଲା, ତେବେ ବଣ୍ଟି ଉକ୍ତ ଅପରିଚିତ ବାଳକକୁ ପାଇବାପାଇଁ ପାଣି ଓ ଭାତ ଖାଇବାକୁ ଦେଇଥିଲେ ଓ ନର୍ଲା ପୁଲିସ୍ କୁ ଖବର କରିଥିଲେ। ନର୍ଲା ଥାନା ଏଏସଆଇ ଶ୍ରୀ ଗଜାନନ ପଟ୍ଟନାୟକ ରାତି ୮/୩୦ ସମୟରେ ସାନଗୁଙ୍ଗୁରୀ ଯାଇ ଉକ୍ତ ଅପରିଚିତ ବାଳକକୁ ଉଦ୍ଧାର କରି ଥାନାକୁ ଆଣୁଥିବା କହିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ବାଳକର ପରିଚୟ ଜଣା ପଡିନଥିବା ଏଏସ୍ଆଇ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ  ସେନାପତି ଙ୍କ ରିପୋର୍ଟ 

Related posts

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ?

କୃଷ୍ଣାନନ୍ଦପୁର ଠାରେ ଆଇ.ଆଇ.ଏଫ. ଏଲ୍.ବ୍ୟାଙ୍କ ର ଉଦ୍ଘାଟନ

Sunil Chandra Nayak

ମୁସ୍କୁଟି ଗ୍ରାମ ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ  ବ୍ୟାଙ୍କ୍ ସେବା

masiha

Leave a Comment

error: Content is protected !!