ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଜଙ୍ଗ ବ୍ଲକରେ ଢେଙ୍କାନାଳ ୱେବ ମେଡିଆ ସାମ୍ବାଦିକ ସଂଘର ସାଧରଣା ବୈଠକ

କାମାକ୍ଷାନଗର (ମ ସୀ ହା)୧୯/୦୪_ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ଥିବା ମୁକ୍ତାପଶି ଗ୍ରାମ ପଞ୍ଚାୟତଠାରେ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ଏକା ସାଧାରଣ ବୈଠକର ଆୟୋଜନ ହୋଇଥିଲା । ଏଥିରେ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ଧବଳ ପ୍ରସାଦ ସାହୁ , ସମ୍ପାଦକ ଶ୍ରୀ କିଶୋର କୁମର ପାଲ ଓ ସଂଯୋଜକ ପ୍ରହ୍ଲାଦ ମୁଦୁଲି ଯୋଗଦେଇ ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଗୁଡିକୁ କିପରି ପ୍ରଶାସନ ପାଖରେ ପହଞ୍ଚାଇ ହେବ ତାହା ବିଷୟରେ ଆଲୋଚନା କରିବା ସହ ପରଜଙ୍ଗ ବ୍ଲକରେ ସଭାପତି , ସମ୍ପାଦକ ଓ କୋଷଧ୍ୟକ୍ଷର ଚୟନ ପ୍ରକ୍ରିୟାରେ ଯୋଗ ଦେଇଥିଲେ। ଏଥିରେ ପରଜଙ୍ଗ ବ୍ଲକ ରେ କାର୍ଯ୍ୟରତ ସାମ୍ବାଦିକ ପ୍ରଶାନ୍ତ କୁମର ସାହୁଙ୍କୁ ସଭାପତି , ଗୌତମ ରାଉତ ସମ୍ପାଦକ ଓ ରାକେଶ କୁମାର ସାହୁ ଙ୍କୁ କୋଷାଧ୍ୟକ୍ଷ ରୂପେ ପରଜଙ୍ଗ ରେ କାର୍ଯ୍ୟରତ ସଂଘର ସମସ୍ତ ସଦସ୍ୟଙ୍କଙ୍କ ସହମତି କ୍ରମେ ନିର୍ବାଚିତ କରା ଯାଇଥିଲା।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ 

Sunil Chandra Nayak

ଶହୀଦ ଦିବସ ନେଇ ପ୍ରସ୍ତୁତି ବୈଠକ

masiha

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ଏକ ପେଡ ମାଁ କେ ନାମ” ୨.୦

Sunil Chandra Nayak

Leave a Comment

error: Content is protected !!