ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ମାଉସି ମା ମନ୍ଦିର 

ବନ୍ଧୁଗାଁ ତା,୨୨/୪/୨୩, ବର୍ଷକୁ ଥରେ ବ୍ୟବହାର ହୁଏ ବାକି ଦିନ ଗାଇ ଗୋରୁଙ୍କର ଆସ୍ଥାନ ଜମେ ଏଇ ଭଳି ଏକ ସ୍ଥାନ ହେଲା ବନ୍ଧୁଗାଁ ମାଉସିମା ମନ୍ଦିର । ବର୍ତ୍ତମାନ ମନ୍ଦିରଟି ବିପଦ ସଙ୍କୁଳ ଅବସ୍ଥାରେ ରହିଚି । ପ୍ରତ୍ୟେକ ବର୍ଷ ରଥ ଯାତରା ଆସିଲେ ଜଗତର ନାଥ ଶ୍ରୀଜଗନ୍ନାଥ ଭାଇ ଭଉଣିଙ୍କୁ ସାଥିରେ ଧରି ସେଠାରେ ଆଠ ଦିନ କଟାନ୍ତି । ଏବେ ଉକ୍ତ ମାଉସିମା ମନ୍ଦିର ଅବସ୍ଥା ନକହିବା ଭଲ । ଏଥିପ୍ରତି ପୂଜା କମିଟିର କୌଣସି ଦାଇତ୍ଵ ନାହିଁ ।ଛାତରୁ ସିମେଣ୍ଟ ଖଣ୍ଡ ଖଣ୍ଡ ହୋଇ ଝଡିବାକୁ ବସିଲାଣି । କେତେ ବେଳେ କଣଜେ ହେବ ତାହା କହିବା ମୁସ୍କିଲ୍ । ଆଉ ତିନି ମାସ ପରେ ରଥ ଯାତ୍ରା ଅନୁଷ୍ଠିତ ହେବ ତେଣୁ ଏଥି ପୁର୍ବରୁ ପ୍ରସାସନ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

ବାହାଘର ପାଇଁ ବଇନା ଦେଇ ଫେରୁଥିବା ବେଳେ ଅଜଣାଗାଡି ଧକ୍କାରେ କନେଷ୍ଟବଳଙ୍କ ମୃତ୍ୟୁ 

Sunil Chandra Nayak

ଧର୍ମଗଡ଼ ମହିଳା କଲେଜରେ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!