ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁକୂଳଚଂଦ୍ର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

ଜୁନାଗଡ଼,୨୯/୧୨(ମ ନି ସ) ଗୁରୁବାର ଦିନ ସ୍ଥାନୀୟ ଦୁଡ଼ଙ୍ଗ ଗୁଡା ସ୍ଥିତ ପିତମ୍ବରି ଭିଲ୍ଲ। ନାୟକ ଫାର୍ମ ହାଉସ ଠାରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସତସଙ୍ଘ ପକ୍ଷରୁ ବନ ମହୋତ୍ସବ ପାଳନ ହେଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନର ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ନାୟକ, ପୋରହିତ୍ୟ କରିଥିଲେ। ଶ୍ରୀ ଯୁକ୍ତ ରଶ୍ମୀ ରଞ୍ଜନ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଜୁନାଗଡ, ଶ୍ରୀ ଯୁକ୍ତ ଅଭିମନ୍ୟୁ ବାରିକ ଓ ଶ୍ରୀ ଯୁକ୍ତ ଜଗନ୍ ଚନ୍ଦ।ନି ଓ ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ନାୟକ, , ଉଦବୋଧନ ଦେଇ ବୃକ୍ଷ ରୋପଣ ର ମହତ ଉଦେଶ୍ୟ ଉପରେ ଅଲୋକପାତ କରିଥିଲେ । ସେଠାରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏଥିସହ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମରେ ଭଜନ, କୀର୍ତ୍ତନ ଇତ୍ୟାଦି ପରିବେଷିତ ହୋଇଥିଲା। ୨୦୦ ରୁ ଉର୍ଦ୍ଧ ଗୁରୁ ଭ୍ରାତା ଓ ମାଆ ଓ ନିମନ୍ତ୍ରିତ ଅତିଥି ଯୋଗଦେଇ ପ୍ରସାଦ ସେବନ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଡିସେମ୍ବର ୨୦ ଓ ୨୧ ରେ ଜିମ୍ନାଷ୍ଟିକ୍ ଲେଭଲ୍ ୧ ଓ ଲେଭଲ୍ ୨ ପରୀକ୍ଷା….

masiha

୧୫ଫୁଟ ମାଟି ପୋତି ହେଲାଣି ପୁରାତନ ଭତ୍ରାଡ୍ୟାମ ୭୫ ବର୍ଷ ପରେ ମଧ୍ୟ ହୋଇ ପାରିନି ପୁନରୁଦ୍ଧାର

Sunil Chandra Nayak

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

Leave a Comment

error: Content is protected !!