ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

ବନ୍ଧୁଗାଁ..୨୨।୦୪।୨୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ବାଲ୍ୟ ବିବାହ ରୋକିବାକୁ ନେଇ ଆଶା କର୍ମି ଓ ଅଙ୍ଗନାବାଡି କର୍ମିଙ୍କ ସହ ପଞ୍ଚାୟତର ଯୁବତୀ ମାନେ ଆଜି ଅଣ୍ଟା ଭିଡିଛନ୍ତି । ଏନେଇ ଏକ ସଚେତନ ରାଲି ମଧ୍ୟ କରା ଯାଇଥିଲା । ହାତରେ ବିଭିନ୍ନ ପ୍ରକାରର ପ୍ଲାଗ କାଡ୍ ଧରି କର୍ମିମାନେ ରାଲି ମାଧ୍ୟମରେ ସ୍ଥାନିୟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରୁ ବାହାରି ଥାନା ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ବାଲ୍ୟ ବିବାହ ରୋକା ଯାଉ ବୋଲି କର୍ମି ମାନେ ସ୍ଲୋଗାନ ଦେଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପକ୍ଷୀ ପ୍ରେମୀ ଗାଁ ବୋରଭଟା, ସୁରକ୍ଷା ଦେଉଛନ୍ତି ଯୁବ ଗୋଷ୍ଠୀ

Sunil Chandra Nayak

ସରଗି ଫୁଲ ହେଉଛି ଆଦିବାସୀ ଯୁବପିଢି ଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଉଜ୍ଜୀବିତ କରିବାର ଅନନ୍ୟ ପ୍ରୟାସ 

masiha

ଜେଟିସିଟି କ୍ଲବରେ ବନ ମହୋତ୍ସବ 

Leave a Comment

error: Content is protected !!