ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ସହ ଜଡ଼ିତ ଓଡ଼ିଆଙ୍କ କୃଷି ଦିବସ , ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା

ଏହି ଅବସରରେ ଅଖି ମୁଠି ଅନୁକୂଳ କଲେ ବ୍ଲକ ଅଧ୍ୟକ୍ଷା ଓ ଆଇନଜୀବି ଥବିର ପ୍ରସାଦ ସାହୁ…

ଧର୍ମଗଡ ବ୍ଲକ ଡ଼ୁମେରଗୁଡା ପଞ୍ଚାୟତ କେରମୁଣ୍ଡା ଗ୍ରାମ ଠାରେ ଅକ୍ଷୟ ତୃତୀୟା କୃଷି ଦିବସ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଶୀ,ଧର୍ମଗଡ ବ୍ଲକ କୃଷକ ପରାମର୍ଶଦାତା କମିଟି (ଆତ୍ମା) ର ଅଧ୍ୟକ୍ଷ ଥବିର ପ୍ରସାଦ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ  ,କୁସୁମଖୁଣ୍ଟି ଏସ,ଡି,ଓ ଭାଗିରଥି ପଣ୍ଡା,ପୂର୍ବତନ ସରପଞ୍ଚ ଡ଼ୁମେରଗୁଡା,ଶ୍ରୀ ସୁରେଶ ଭଇଁସାଲ,ଶ୍ରୀ ଦୟାନିଧି ମାଝୀ,ଶ୍ରୀ ଚିତ୍ତରଞ୍ଜନ ବେହେରା, ମନୋଜ ପଟ୍ଟଯୋଷୀ ଧର୍ମଗଡ ବ୍ଲକ ର ସମସ୍ତ ଭି.ଏ.ଡବ୍ଲୁ ଓ ସମସ୍ତ କୃଷକ ସାଥି ସହିତ କେରମୁଣ୍ଡା ଗ୍ରାମର ଅନେକ କୃଷକ ମାନେ ଯୋଗଦେଇଥିଲେ l ଅତିଥିମାନେ ମଞ୍ଚାସିନ ହୋଇ ଚାଷୀ ମାନଙ୍କୁ ଚାଷ ବିଷୟରେ ଅନେକ କିଛି ବୁଝାଇଥିଲେ l ଧର୍ମଗଡ ଅଞ୍ଚଳ ର ଅନେକ ଚାଷୀ ଅଛନ୍ତି l ସେମାନେ କିଛି ବି ସରକାରୀ ବ୍ୟବସ୍ଥା ପାଇ ପାରିନାହାନ୍ତି l ଏହି ଅଞ୍ଚଳରେ,ଧାନ ଚାଷ, କରଲା,ଟମାଟୋ,ବାଇଗଣ,କୋବି, ଭେଣ୍ଡି ଆହୁରି ଅନେକ ଚାଷ ଅଛି l ଚାଷୀମାନେ ଚାଷ କରୁଛନ୍ତି ହେଲେ କାରଣ ସେମାନେ ସୁବିଧା ପାଇ ପାରୁନାହାନ୍ତି l ପୁଣି କୃଷି ବିଭାଗ ର ଅଧିକାରୀ ମାନେ ଆଗମିଦିନରେ ସବୁକିଛି ସୁବିଧା ପାଇ ପାରିବେ ବୋଲି ମତ ରଖିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସଡକ ଦୁର୍ଘଟଣାରେ ମୃତ ବାରହା କୁ ପୋତିଲା ବନ ବିଭାଗ 

Sunil Chandra Nayak

ଦୁଇ ବାଇକ ମୁହାଁମୁହିଁ ଧକ୍କା,୨ ଗୁରୁତର

masiha

ନାଟ୍ୟକାର ସମାଜସେବୀ ନୃସିଂହ ଚରଣ ଦାସଙ୍କ ଶ୍ରାଦ୍ଧ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!