ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଠାକୁରଙ୍କ ରଥକାଠ ଅନୁକୂଳ

ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିଲା। ସକାଳ ୯:୧୦ ସମୟରେ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରୁ ଆଜ୍ଞାମାଳ ଆସି ରଥକାଠ ରେ ଲାଗିହୋଇ ପୂଜାର୍ଚ୍ଚନା କରାଯାଇଛି। ବିଶ୍ଵକର୍ମା ରଥକାଠ ଅନୁକୂଳ କରିଥିଲେ। ପୂଜକ ମଳୟ କର , ପାଳିଆ ସେବକ ସମ୍ଭୁନାଥ ମହାପାତ୍ର ଦେବତର ନିରିକ୍ଷକ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ରାଧାନାଥ ରଥ, ଅଭିମନ୍ୟୁ ହୋତା, ପ୍ରଦ୍ୟୁମ୍ନ ଭୁତିଆ ଓ ମନ୍ଦିର ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ, ବିଶ୍ଵକର୍ମା ଅଶୋକ ମହାରଣା, ସନ୍ତୋଷ ଓଝା ଜଳଧର ସାହୁ,ବାପି ଓଝା ଓ ପଦନ ସାହୁଙ୍କ ଉପସ୍ଥିତ ରେ ପୂଜାର୍ଚ୍ଚନା କରାଯାଇଥିଲା

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ବିଶ୍ଵଶାନ୍ତି ପାଇଁ ନାମଯଜ୍ଞ, ସାତ ଖଣ୍ଡ ଗ୍ରାମର ଧର୍ମପ୍ରାଣ ବ୍ୟକ୍ତି ଙ୍କ ସହଯୋଗ

Sunil Chandra Nayak

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

Sunil Chandra Nayak

ଆଳତୁମା ଗାଁ ରେ ଦଶ ଦୋଳ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!