ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆସୁଥିବା ପଛୁଆ ବର୍ଗଙ୍କ ସର୍ଭେ ହେବା ପାଇଁ ଗୁରୁବାର ଦିନ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ୬/୭ ନମ୍ବର ୱାର୍ଡ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଆୱାର ନେସ ପ୍ରୋଗ୍ରୋମ ହୋଇଥିଲା। ଏଥିରେ ୱାର୍ଡ ର ୱାର୍ଡ ଅଫିସର, ସ୍ୱଚ୍ଛ ସାଥି,ସୁପର ଭାଇଜର, ଅଙ୍ଗନ ବାଡି ଦିଦି, କିଛି କାଉନସିଲର ଏବଂ ୬/୭ ନମ୍ବର ୱାର୍ଡ ର ମାନ୍ୟ ଗଣ ବ୍ୟକ୍ତି ମାନେ ଉପସ୍ଥିତ ରହି ସାମାଜିକ ଓ ଶିକ୍ଷା ଗତ ସ୍ଥିତି ର ସର୍ଭେ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଧାମରା ସଂଘର ବିଭନ୍ନ ପ୍ରତିଯୋଗିତା

masiha

କାର ମାଲିକଙ୍କ ଘର ସମ୍ମୁଖରେ ଶବ ରଖି ମୃତକଙ୍କ ସମ୍ପର୍କୀୟଙ୍କ ଆନ୍ଦୋଳନ

masiha

କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳାଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

Sunil Chandra Nayak

Leave a Comment

error: Content is protected !!