ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଷ୍କର୍ମ କାରି ଜେଲ ଗଲେ 

ନର୍ଲା,(ମସିହା) ସୂଚନା ମୁତାବକ ମ- ରାମପୁର ଥାନା ଅନ୍ତର୍ଗତ ଡୁମେରୀ ଗ୍ରାମର ସୋମନାଥ ପାତ୍ର ଙ୍କ ପୁଅ ବେଣୁଧର ପାତ୍ର ବୟସ -୧୯ ବର୍ଷ ଗତ କିଛି ମାସ ତଳେ ନର୍ଲା ଥାନା ଅଞ୍ଚଳର ଜଣେ ମୂକ ବଧିର ୧୭ ବର୍ଷୀୟ ନାବାଳିକା କୁ ଘରେ କେହି ନ ଥିବାର ସୁଯୋଗ ନେଇ ଯୁବକ ଜଣକ ନାବାଳିକା କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ,ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ପୀଡ଼ିତା ପରିବାର ଲୋକେ ଗତ ୬ ତାରିଖ ଦିନ ନର୍ଲା ଥାନରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଶ୍ରୀଯୁକ୍ତ ଗଙ୍ଗାଧର ମେହେର ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଅଭିଯୁକ୍ତ କୁ ଗତ ୨୭ ତାରିଖ ଦିନ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ପୀଡ଼ିତା କୁ ଡ଼ାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତ ନାମରେ ପକ୍ସୋ ଆକ୍ଟ ୯୩/୨୩ ଦଫା ୩୬୩.୩୬୬ ଏ,୩୭୬(୨)ନ,୫୦୬ ଅପିସି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ

Related posts

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନଶିପ୍ ୨୦୨୬ ଉଦ୍‌ଘାଟିତ.

Sunil Chandra Nayak

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

Sunil Chandra Nayak

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!