ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆସୁଥିବା ପଛୁଆ ବର୍ଗଙ୍କ ସର୍ଭେ ହେବା ପାଇଁ ଗୁରୁବାର ଦିନ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ୬/୭ ନମ୍ବର ୱାର୍ଡ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଆୱାର ନେସ ପ୍ରୋଗ୍ରୋମ ହୋଇଥିଲା। ଏଥିରେ ୱାର୍ଡ ର ୱାର୍ଡ ଅଫିସର, ସ୍ୱଚ୍ଛ ସାଥି,ସୁପର ଭାଇଜର, ଅଙ୍ଗନ ବାଡି ଦିଦି, କିଛି କାଉନସିଲର ଏବଂ ୬/୭ ନମ୍ବର ୱାର୍ଡ ର ମାନ୍ୟ ଗଣ ବ୍ୟକ୍ତି ମାନେ ଉପସ୍ଥିତ ରହି ସାମାଜିକ ଓ ଶିକ୍ଷା ଗତ ସ୍ଥିତି ର ସର୍ଭେ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଶ୍ରୀଜଗନ୍ନାଥଙ୍କ କଥାମୃତ କାର୍ଯ୍ୟକ୍ରମ 

ନୂତନ ଜିଲ୍ଲାପାଳ ଙ୍କ ଦାୟିତ୍ୱ ଗ୍ରହଣ

masiha

କାମାକ୍ଷାନଗରରେ ଆମ୍ବେଦକର ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!